ETV Bharat / bharat

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲା; ସବୁ ପକ୍ଷକୁ ନୋଟିସ, ଆସନ୍ତାକାଲି ପୁଣି ଶୁଣାଣୀ - orders to be passed tomorrow.

ସୁପ୍ରିମକୋର୍ଟଙ୍କ ଶୁଣାଣୀ। ସମର୍ଥନ ପତ୍ର ନେଇ ଆସନ୍ତାକାଲି କୋର୍ଟରେ ଦସ୍ତାବିଜ ଦାଖଲ କରିବାକୁ ରାଜ୍ୟପାଳଙ୍କୁ ନୋଟିସ। ସେହିପରି ସମସ୍ତ ପକ୍ଷକୁ ନୋଟିସ ଜାରି କରିଛନ୍ତି ନ୍ୟାୟାଳୟ।

ଫଟୋ ସୌଜନ୍ୟ: ଏଏନ୍ଆଇ
author img

By

Published : Nov 24, 2019, 1:03 PM IST

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ଘଟଣାରେ ସବୁ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଆସନ୍ତାକାଲି ସକାଳ ସୁଦ୍ଧା ସମର୍ଥନ ପତ୍ର ଦାଖଲ କରିବାକୁ ରାଜ୍ୟପାଳଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ।

ଏହାସହିତ ଆସନ୍ତାକାଲି ଅର୍ଥାତ୍ ସୋମବାର ଦିନ 10.30 ପୁନର୍ବାର ଏହାର ଶୁଣାଣୀ ସର୍ବୋଚ୍ଚ ନ୍ୟାୟାଳୟରେ ହେବ। ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟିଥିବାର ସୁପାରିସ ପତ୍ର ମଧ୍ୟ ମାଗିଛନ୍ତି କୋର୍ଟ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ସମସ୍ତ ଦଳର ବିଧାୟକ ଦସ୍ତାବିଜ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ସେହିପରି କେନ୍ଦ୍ର ଓ ରାଜ୍ୟ ଉଭୟ ସରକାରଙ୍କୁ ମଧ୍ୟ ରିପୋର୍ଟ ମାଗିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.