ETV Bharat / bharat

କୋଭିଡ-19ର ସ୍ଥିତି ନେଇ କେରଳ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେଲେ କର୍ଣ୍ଣାଟକ ମେଡିକାଲ ଶିକ୍ଷା ମନ୍ତ୍ରୀ - State Medical Education Minister Dr K Sudhakar today held a video conferencing with Kerala Health Minister

କୋରୋନା ସ୍ଥିତି ନେଇ କେରଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେଲେ କର୍ଣ୍ଣାଟକ ମେଡିକାଲ ଶିକ୍ଷା ମନ୍ତ୍ରୀ । କୋଭିଡ-19ର ପରୀକ୍ଷା ନେଇ କଲେ ଆଲୋଚନା । ଅଧିକ ପଢ଼ନ୍ତୁ...

State Medical Education Minister Dr K Sudhakar today held a video conferencing with Kerala Health Minister
କୋଭିଡ 19ର ସ୍ଥିତି ନେଇ କେରଳ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେଲେ କର୍ଣ୍ଣାଟକ ମେଡିକାଲ ଶିକ୍ଷା ମନ୍ତ୍ରୀ
author img

By

Published : May 11, 2020, 9:22 PM IST

ବେଙ୍ଗାଲୁରୁ: କୋରୋନାକୁ ନେଇ ଦେଶରେ ଜାରି ରହିଛି ଲକଡାଉନ । ସଂକ୍ରମଣ ଦିନକୁ ଦିନ ବଢୁ ଥିବାରୁ ମୋଦି ସରକାର ଲକଡାଉନର ଅବଧିକୁ ମଧ୍ୟ ବୃଦ୍ଧି କରିଛନ୍ତି । କୋରୋନା ଭାଇରସକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଭାରତରେ ପଜିଟିଭଙ୍କ ସଂଖ୍ୟା 65172 ଥିବା ବେଳେ 2206ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା । ତେବେ ଏ ନେଇ ବିଭିନ୍ନ ରାଜ୍ୟ ସରକାର କୋରୋନା ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ଘନ ଘନ ବୈଠକ ଡାକୁଛନ୍ତି ।

କର୍ଣ୍ଣାଟକ ମେଡିକାଲ ଶିକ୍ଷା ମନ୍ତ୍ରୀ ଡକ୍ଟର ସୁଧାକର ଭିଡିଓ କନଫରେସିଂ ମାଧ୍ୟମରେ କେରଳର ସ୍ବାସ୍ଥ୍ୟ ମନ୍ତ୍ରୀ କେକେ ସୈଲଜା ତେଚାରଙ୍କ ସହିତ କୋଭିଡ-19ର ସ୍ଥିତି ନେଇ ଆଲୋଚନା କରିଥିଲେ । ଉଭୟ କୋଭିଡ-19ର ପରୀକ୍ଷା ପାଇଁ ବିଭିନ୍ନ ପ୍ରୋଟୋକଲ, କ୍ବାରେଣ୍ଟାଇନ ଓ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା 848 ଥିବା ବେଳେ ମୃତ୍ୟ ସଂଖ୍ୟା 31ରେ ପହଞ୍ଚିଛି । ସେହିପରି, କେରଳରେ 512 ପଜେଟିଭ ଚିହ୍ନଟ ହୋଇଥିବା ବେଳେ 4 ଜଣଙ୍କ ମୃତ୍ୟ ହୋଇଥିବା ଜଣାପଡିଛି ।

ସୌଜନ୍ୟ @ ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.