ETV Bharat / bharat

‘ଚନ୍ଦ୍ରଯାନ-3’ ପ୍ରସ୍ତୁତିରେ ଇସ୍ରୋ - isko roadmap forchadryan-3

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ‘ଚନ୍ଦ୍ରଯାନ-2’ ପରେ ଏବେ ‘ଚନ୍ଦ୍ରଯାନ-3’ ର ପ୍ରସ୍ତୁତି ଆରମ୍ଭ କରିଛି। ଏନେଇ ଇସ୍ରୋ ଏକ ରୋଡମ୍ୟାପ ପ୍ରସ୍ତୁତି କରିଛି।

ଫାଇଲ ଫଟୋ
author img

By

Published : Nov 22, 2019, 1:14 PM IST

ନୂଆଦିଲ୍ଲୀ: ‘ଚନ୍ଦ୍ରଯାନ-2’ ପରେ ଏବେ ‘ଚନ୍ଦ୍ରଯାନ-3’ ପଠାଇବାକୁ ଯୋଜନା କରୁଛି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)। ଏନେଇ ଇସ୍ରୋ ପକ୍ଷରୁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ଇସ୍ରୋ ଲୁନାର ଅନ୍ବେଷଣ ମିଶନ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତି କରିଛି । ଯାହା ଆବଶ୍ୟକ ଟେକ୍ନୋଲୋଜିକୁ ମାଷ୍ଟର କରିବା ପାଇଁ ଆବଶ୍ୟକ। ଏହି ରୋଡମ୍ୟାପ ସ୍ପେଶ୍ କମିଶନ ଦ୍ବାରା ପ୍ରସ୍ତୁତ ହୋଇଛି। ଏହା ସହିତ ବିଶେଷଜ୍ଞ କମିଟି ଦ୍ବାରା ବିମାନ ଡାଟାର ବିଶ୍ଳେଷଣ କରାଯାଉଛି ଏବଂ ବିମାନରେ ବ୍ୟବହୃତ ଜିନିଷର ପୁନଃପ୍ରସ୍ତୁତି ପାଇଁ ବ୍ୟାପକ ପ୍ରସ୍ତୁତ କରାଯାଉଛି। ଇସ୍ରୋ ପ୍ରବକ୍ତା ବିବେକ ସିଂଙ୍କ କହିଛନ୍ତି ଯେ, ‘ଚନ୍ଦ୍ରଯାନ-2’ ହାର୍ଡ ଲାଣ୍ଡିଙ୍ଗ ପଛରେ କାରଣ ଖୋଜିବା ପାଇଁ ବହୁ ବୈଜ୍ଞାନିକ ଏବେ ମଧ୍ୟ ପରୀକ୍ଷା କରୁଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.