ETV Bharat / bharat

‘ରଣଛୋଡ଼ ଦାସ ଗାନ୍ଧୀ’ ପାଲଟିଛନ୍ତି ରାହୁଲ ଗାନ୍ଧୀ: ଶିବରାଜ ସିଂହ ଚୌହାନ

author img

By

Published : Aug 19, 2019, 10:06 AM IST

ମଧ୍ୟପ୍ରଦେଶରେ ଆୟୋଜିତ ଏକ ଯୋଗ ଦେଇ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଏନେଇ ସେ କହିଛନ୍ତି ରାହୁଲ ବର୍ତ୍ତମାନ ‘ରଣଛୋଡ଼ ଦାସ ଗାନ୍ଧୀ’ ପାଲଟି ଯାଇଛନ୍ତି।

ଫାଇଲ ଫଟୋ

ଭୋପାଳ: ରାହୁଲ ଗାନ୍ଧୀଙ୍କୁ ପୁଣି ଟାର୍ଗେଟ କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଏନେଇ ସେ କହିଛନ୍ତି ଖରାପ ବେଳରେ କଂଗ୍ରେସର ହାତ ଛାଡି ଦେଇଛନ୍ତି ରାହୁଲ ଗାନ୍ଧୀ । ତେଣୁ ସେ ରାହୁଲ ଗାନ୍ଧୀ ନୁହଁ ‘ରଣଛୋଡ଼ ଦାସ ଗାନ୍ଧୀ’ ପାଲଟି ଯାଇଛନ୍ତି।

ମଧ୍ୟପ୍ରଦେଶରେ ଅୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାହୁଲଙ୍କୁ କଟାକ୍ଷ କରିଛନ୍ତି ଶିବରାଜ ସିଂହ । ଏହା ସହିତ ଶିବରାଜ ପୁଣି କହିଛନ୍ତି, କଂଗ୍ରେସ ପାଇଁ ମଧ୍ୟ ବର୍ତ୍ତମାନର ସମୟ ଅତି କଷ୍ଟଦାୟକ । ଏଭଳି ସ୍ଥିତିରେ ରାହୁଲ ଦଳକୁ ସମ୍ଭାଳିବା ବଦଳରେ ପଛଘୁଞ୍ଚା ଦେଇଛନ୍ତି । ବର୍ତ୍ତମାନ ତାଙ୍କୁକ ଦଳ କଂଗ୍ରେସକୁ ରାହୁଲଙ୍କ ସହଯୋଗ ଆବଶ୍ୟକ । ଆଉ ଏହି ସମୟରେ ଦଳକୁ ସଙ୍ଗଠିତ କରିବା ବଦଳରେ ହାତ ଛାଡି ଦେଇଛନ୍ତି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶଂସା କରିଛନ୍ତି ମଧ୍ୟ ପ୍ରଦେଶର ପୂର୍ବ । ସେ କହିଛନ୍ତି ଉଭୟଙ୍କ ନେତୃତ୍ବରେ ଦେଶ ଅଗ୍ରଗତି କରୁଛି । ସେମାନେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ଭଳି ଦେଶକୁ ବିକଶିତ ଏବଂ ଆଗକୁ ନେଇଯିବାରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଏ ମାମଲାରେ ସୋନିଆ ଗାନ୍ଧୀ ଚୁପ୍ ଅଛନ୍ତି। କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିରେ ସେ କେଉଁ ପ୍ରକାର ପ୍ରତିକ୍ରିୟା ଦେବେ ସେ ନେଇ ଦ୍ବନ୍ଦରେ ଅଛନ୍ତି ।

Intro:Body:

sfgfb

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.