ETV Bharat / bharat

‘ରଣଛୋଡ଼ ଦାସ ଗାନ୍ଧୀ’ ପାଲଟିଛନ୍ତି ରାହୁଲ ଗାନ୍ଧୀ: ଶିବରାଜ ସିଂହ ଚୌହାନ - କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ମଧ୍ୟପ୍ରଦେଶରେ ଆୟୋଜିତ ଏକ ଯୋଗ ଦେଇ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଏନେଇ ସେ କହିଛନ୍ତି ରାହୁଲ ବର୍ତ୍ତମାନ ‘ରଣଛୋଡ଼ ଦାସ ଗାନ୍ଧୀ’ ପାଲଟି ଯାଇଛନ୍ତି।

ଫାଇଲ ଫଟୋ
author img

By

Published : Aug 19, 2019, 10:06 AM IST

ଭୋପାଳ: ରାହୁଲ ଗାନ୍ଧୀଙ୍କୁ ପୁଣି ଟାର୍ଗେଟ କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଏନେଇ ସେ କହିଛନ୍ତି ଖରାପ ବେଳରେ କଂଗ୍ରେସର ହାତ ଛାଡି ଦେଇଛନ୍ତି ରାହୁଲ ଗାନ୍ଧୀ । ତେଣୁ ସେ ରାହୁଲ ଗାନ୍ଧୀ ନୁହଁ ‘ରଣଛୋଡ଼ ଦାସ ଗାନ୍ଧୀ’ ପାଲଟି ଯାଇଛନ୍ତି।

ମଧ୍ୟପ୍ରଦେଶରେ ଅୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାହୁଲଙ୍କୁ କଟାକ୍ଷ କରିଛନ୍ତି ଶିବରାଜ ସିଂହ । ଏହା ସହିତ ଶିବରାଜ ପୁଣି କହିଛନ୍ତି, କଂଗ୍ରେସ ପାଇଁ ମଧ୍ୟ ବର୍ତ୍ତମାନର ସମୟ ଅତି କଷ୍ଟଦାୟକ । ଏଭଳି ସ୍ଥିତିରେ ରାହୁଲ ଦଳକୁ ସମ୍ଭାଳିବା ବଦଳରେ ପଛଘୁଞ୍ଚା ଦେଇଛନ୍ତି । ବର୍ତ୍ତମାନ ତାଙ୍କୁକ ଦଳ କଂଗ୍ରେସକୁ ରାହୁଲଙ୍କ ସହଯୋଗ ଆବଶ୍ୟକ । ଆଉ ଏହି ସମୟରେ ଦଳକୁ ସଙ୍ଗଠିତ କରିବା ବଦଳରେ ହାତ ଛାଡି ଦେଇଛନ୍ତି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶଂସା କରିଛନ୍ତି ମଧ୍ୟ ପ୍ରଦେଶର ପୂର୍ବ । ସେ କହିଛନ୍ତି ଉଭୟଙ୍କ ନେତୃତ୍ବରେ ଦେଶ ଅଗ୍ରଗତି କରୁଛି । ସେମାନେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ଭଳି ଦେଶକୁ ବିକଶିତ ଏବଂ ଆଗକୁ ନେଇଯିବାରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଏ ମାମଲାରେ ସୋନିଆ ଗାନ୍ଧୀ ଚୁପ୍ ଅଛନ୍ତି। କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିରେ ସେ କେଉଁ ପ୍ରକାର ପ୍ରତିକ୍ରିୟା ଦେବେ ସେ ନେଇ ଦ୍ବନ୍ଦରେ ଅଛନ୍ତି ।

Intro:Body:

sfgfb

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.