ETV Bharat / bharat

ରାଜ୍ୟସଭାରେ ସିଟ ପରିବର୍ତ୍ତନକୁ ନେଇ ଅସନ୍ତୁଷ୍ଟ ସଞ୍ଜୟ, ନାଇଡୁଙ୍କୁ ଲେଖିଲେ ଚିଠି

ସଂସଦରେ ସିଟ ପରିବର୍ତ୍ତନକୁ ନେଇ ଶିବସେନା ସାଂସଦ ସଞ୍ଜୟ ରାଉତ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ଚିଠି ଲେଖି ଅଭିଯୋଗ କଲେ ସଞ୍ଜୟ ।

author img

By

Published : Nov 20, 2019, 6:38 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ସଂସଦରେ ସିଟ ପରିବର୍ତ୍ତନକୁ ନେଇ ଶିବସେନା ସାଂସଦ ସଞ୍ଜୟ ରାଉତ ଅସନ୍ତୋଷ ଜାହିର କରିଛନ୍ତି । ଏନେଇ ସଞ୍ଜୟ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ଚିଠି ଲେଖିଛନ୍ତି । ସିଟ ପରିବର୍ତ୍ତନର ନିଷ୍ପତ୍ତି ଜାଣିଶୁଣି ଶିବସେନାର ଭାବନାକୁ ଆଘାତ ଦେବା ଏବଂ ପାର୍ଟିର ସ୍ବର ଦବାଇବାକୁ ନିଆଯାଇଥିବା ସଞ୍ଜୟ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏନଡିଏରୁ ଅଲଗା ହେବା ନେଇ କୌଣସି ଔପଚାରିକ ଘୋଷଣା ହୋଇନଥିବା ବେଳେ ସିଟ ପରିବର୍ତ୍ତନର କାରଣ ସମ୍ପର୍କରେ ବୁଝିପାରୁ ନଥିବା ସଞ୍ଜୟ କହିଛନ୍ତି । ଏହି ନିଷ୍ପତ୍ତି ସଂସଦର ମର୍ଯ୍ୟାଦାକୁ ପ୍ରଭାବିତ କରିଥିବା ସଞ୍ଜୟ ପ୍ରତିକ୍ରିୟା ଦେଇଛନ୍ତି । ସଂସଦର ପ୍ରଥମ, ଦ୍ବିତୀୟ କିମ୍ବା ତୃତୀୟ ଧାଡିରେ ସିଟ ଦେବା ନେଇ ରାଉତ ଅନୁରୋଧ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.