ETV Bharat / bharat

ହାଇଟେକ୍‌ ବସରେ ତେଜସ୍ବୀଙ୍କ 'ବେରୋଜଗାରୀ ହଟାଅ ଯାତ୍ରା' ଆରମ୍ଭ - berozgari hatao yatra in patna

ବିହାର ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ପୁଣି ଥରେ ଶାସନକୁ ଫେରିବାକୁ ଯଥାସମ୍ଭବ ଚେଷ୍ଟା କରିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । ଅଧିକ ପଢନ୍ତୁ...

RJD leader tejashwi yadav begins his berozgari hatao yatra in patna
ହାଇଟେକ୍‌ ବସ ସହ ତେଜସ୍ବୀଙ୍କ 'ବେରୋଜଗାରୀ ହଟାଅ ଯାତ୍ରା' ଆରମ୍ଭ
author img

By

Published : Feb 23, 2020, 9:17 PM IST

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ଏମିତି ସମୟରେ ପୁଣି ଥରେ ଶାସନକୁ ଫେରିବାକୁ ଯଥାସମ୍ଭବ ଚେଷ୍ଟା କରିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି ) ନେତା ତେଜସ୍ବୀ ଯାଦବ । ଯାହାର ଆରମ୍ଭ ସେ 'ବେରୋଜଗାରୀ ହଟାଅ ଯାତ୍ରା'ରୁ ଆରମ୍ଭ କରିଛନ୍ତି । ରବିବାରଠୁ ଏହି ଯାତ୍ରା ଆରମ୍ଭ କରିଛନ୍ତି ତେଜସ୍ବୀ ।

RJD leader tejashwi yadav begins his berozgari hatao yatra in patna
'ବେରୋଜଗାରୀ ହଟାଅ ଯାତ୍ରା' ଆରମ୍ଭ କରି ବିରୋଧୀଙ୍କ ଟାର୍ଗେଟରେ ତେଜସ୍ବୀ

ଆଗାମୀ କିଛି ଦିନ ମଧ୍ୟରେ ସେ ଏକ ହାଇଟେକ ବସରେ ଯାତ୍ରା କରି ସାରା ଦେଶ ଭ୍ରମଣ କରିବା ବେରୋଜଗାରୀଙ୍କୁ ମୁଖ୍ୟ ପ୍ରସଙ୍ଗ ପ୍ରଚାର ପ୍ରସାର କରିବେ । ତେବେ ତେଜସ୍ବୀଙ୍କ ବେରୋଜଗାରୀ ହଟାଅ ଯାତ୍ରାକୁ ନେଇ ଅନେକ ବାର ଜନତା ଦଳ ୟୁନାଇଟେଡ(ଜେଡିୟୁ) ତାଙ୍କ ଉପରେ ଆକ୍ରମଣ କରିଛି । ଜେଡିୟୁର ଅଭିଯୋଗ ଅନୁସାରେ ତେଜସ୍ବୀ ଆର୍ଥିକ ହେରଫେର କରି ଏହି ଯାତ୍ରାରେ ବ୍ୟବହାର କରିବାକୁ ଥିବା ହାଇଟେକ ବସ ହାସଲ କରିଛନ୍ତି । ଯାହାକୁ ଆଧାର କରି ରବିବାର ଦଳ ପକ୍ଷରୁ ପାଟଣାର ଅନେକ ଅଞ୍ଚଳରେ ଏକ ପୋଷ୍ଟର ଲଗାଯାଇଛି । ଯେଉଁଥିରେ ଲେଖା ହୋଇଛି ଯେ ବସଟି ବେରୋଜଗାରୀ ହଟାଅ ଯାତ୍ରା ନୁହେଁ ବରଂ ଟଙ୍କା ଆଦାୟ ଯାତ୍ରାରେ ବାହାରୁଛି ।

ଏହା ସହ ବସର ଚାଳକ ଭାବେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଦର୍ଶାଯାଇଛି । ଯେଉଁଥିରେ କଣ୍ଡକ୍ଟର ସିଟ୍‌ରେ ବସିଛନ୍ତି ତେଜସ୍ବୀ । ଆଉ ବସ ଉପରେ 'ଆମ ଲାଠି, ଆମ ପରିବାର'ର ଏକ ନାରା ମଧ୍ୟ ଲେଖାଯାଇଛି । ଏହି ପୋଷ୍ଟର ଜରିଆରେ ଜେଡିୟୁ ପୁଣି ଥରେ ନିଜ ଅଭିଯୋଗକୁ ପ୍ରସଙ୍ଗ କରିଛି । ତେଜସ୍ବୀଙ୍କ ହାଇଟେକ ବସ ପ୍ରସ୍ତୁତ ହେଲା ଆଉ ଯାହାର ଶିକାର ଜଣେ ସାଧାରଣ ବ୍ୟକ୍ତି ହୋଇଛି । କେବଳ ଏତିକି ନୁହେଁ ଲୋକଙ୍କ ନିଯୁକ୍ତି ଦେବାର ଲୋଭ ଦେଖାଇ ଲାଲୁ ସରକାର ସେମାନଙ୍କ ଜମି ହଡପ କରି ନେଇଥିବା ମଧ୍ୟ ଉଲ୍ଲେଖ ରହିଛି ।

@aniଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.