ETV Bharat / bharat

ଭାରତରେ ପବଜି ଗେମ୍ ପାଇଁ ଟାଇମ ଲିମିଟ୍ ! - New delhi

ଏବେ ଚାରିଆଡେ ପବଜି ଚର୍ଚ୍ଚା । ଯୁବପିଢିଙ୍କୁ ବାୟା କରିଛି ଏହି ଅନଲାଇନ ଗେମ । ପରିବର୍ତ୍ତିତ ସମୟରେ ସଭିଁଙ୍କ ମୁହଁରେ ଏହି ଗୋଟିଏ ଗେମର କଥା ।

ଫଟୋ ସୌଜନ୍ୟ- ଏନଆଇଏ
author img

By

Published : Mar 23, 2019, 12:39 PM IST

ନୂଆଦିଲ୍ଲୀ: ଏବେ ଚାରିଆଡେ ପବଜି ଚର୍ଚ୍ଚା । ଯୁବପିଢିଙ୍କୁ ବାୟା କରିଛି ଏହି ଅନଲାଇନ ଗେମ । ପରିବର୍ତ୍ତିତ ସମୟରେ ସଭିଁଙ୍କ ମୁହଁରେ ଏହି ଗୋଟିଏ ଗେମର କଥା । ପ୍ରତିଟି ମୂହୁର୍ତ୍ତରେ ଏହି ଗେମ ଖେଳିବାକୁ ଯୁବପିଢିମାନେ ଦିନକୁ ଦିନ ବେଶି ଆକୃଷ୍ଟ ହେବାରେ ଲାଗିଛନ୍ତି । ତେବେ ଏହି ଗେମକୁ ନେଇ ଅନେକ ଖବର ଏବେ ସାମ୍ନାକୁ ଆସୁଛି । ଯେଉଁଥିପାଇଁ ଏହାକୁ ବ୍ୟାନ ହେଉ ବା ଏହା ଉପରେ ରୋକ ଲଗାଇବାକୁ ମଧ୍ୟ ଜୋରସୋରରେ ଉଦ୍ୟମ ଚାଲିଛି ।

ସୂଚନା ଅନୁସାରେ, ଲଗାତାର ଭାବେ ଏହି ପବଜି ଗେମ ଖେଳୁଥିବାରୁ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି ଯାହାକୁ ନେଇ ଚିନ୍ତାରେ ଏହି ଗେମ କମ୍ପାନୀ । ତେବେ ଏହି ଗେମରେ ଅନେକ ପରିବର୍ତ୍ତନ କରାଯିବା ନେଇ ମଧ୍ୟ ସୂଚନା ଆସୁଛି । ଟେନେସେଣ୍ଟ ଗେମସ ଓ ପବଜି କର୍ପୋରେସନ ଏଥିପାଇଁ ଏକ ବଡ ପଦକ୍ଷେପ ନେଇଛି । ଦୀର୍ଘ ସମୟ ଧରି ଯେଉଁ ୟୁଜର୍ସମାନେ ଏହି ଗେମ ଖେଳୁଥିବାରୁ ଏହା ଉପରେ ଟାଇମ ଲିମିଟ ବା ସୀମିତ ସମୟ ସୀମା ଉପରେ ମୋହର ଲଗାଯାଇଛି ।

ଏହାରମାନେ ହେଉଛି, ଦୀର୍ଘ ସମୟ ଧରି ଯେଉଁ ୟୁଜର୍ସମାନେ ପବଜି ଗେମ ଖେଳୁଥିଲେ ଆଉ ସେତେ ସମୟ ଧରି ସେମାନେ ଖେଳିପାରିବେ ନାହିଁ । ସେଥିପାଇଁ କମ୍ପାନୀ ଭାରତରେ ଏବେ ଏହି ନିୟମ ଲାଗୁ କରିଛି । ଏଣିକି ୟୁଜର୍ସମାନେ ଦିନକୁ 6 ଘଣ୍ଟା ଧରି ହିଁ ଖେଳିପାରିବେ ପବଜି ।

ୟୁଜର୍ସମାନେ ଖେଳିବାର ଦୁଇଘଣ୍ଟା ପରେ ଏକ ମେସେଜ ଆସିବ। ଏହା ପରେ ପୁଣି 2 ଘଣ୍ଟା ବିତିବା ପରେ ଅନ୍ୟ ଏକ ୱାର୍ଣ୍ଣିଂ ମେସେଜ ଆସିବ ଯାହା ୟୁଜର୍ସଙ୍କୁ ଗେମ ଓଭର କରିବାକୁ ସୂଚାଇ ଦେବ । ତେବେ କମ୍ପାନୀ କର୍ତ୍ତୃପକ୍ଷଙ୍କ କହିବା କଥା, ଏହି ନିୟମ କେବଳ ଭାରତରେ ଲାଗୁ ହୋଇଛି । ଏଥିରେ ଅନ୍ୟ ଦେଶର ୟୁଜର୍ସମାନେ ପ୍ରଭାବିତ ହେବେ ନାହିଁ ।

Intro:Body:

ଭାରତରେ ପବଜି ଗେମ୍ ପାଇଁ ଟାଇମ ଲିମିଟ୍ !

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.