ETV Bharat / bharat

ଆସନ୍ତାକାଲି ଉତକ୍ଷେପଣ ହେବ ‘ପିଏସଏଲଭି-ସି48’, କାଉଣ୍ଟଡାଉନ ଆରମ୍ଭ - sriharikota

‘ପିଏସଏଲଭି-ସି48’ ଲଞ୍ଚ ପାଇଁ ଆଜି ଠାରୁ କାଉଣ୍ଟଡାଉନ ଆରମ୍ଭ। ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଲଞ୍ଚ ହେବ ‘ପିଏସଏଲଭି-ସି48’। ଆଗକୁ ପଢନ୍ତୁ...

isro,pslv
ଫାଇଲ ଫଟୋ
author img

By

Published : Dec 10, 2019, 9:21 PM IST

Updated : Dec 10, 2019, 11:41 PM IST

ଅମରାବତୀ: ଆସନ୍ତାକାଲି ଉତକ୍ଷେପଣ ହେବ ‘ପିଏସଏଲଭି-ସି48’। ଲଞ୍ଚ ପାଇଁ ଆଜିଠୁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଲଞ୍ଚ ହେବ। ଅପରାହ୍ନ 3ଟା 25ମିନିଟ ସମୟରେ ଲଞ୍ଚ ନେଇ ଭାରତୀୟ ମହାକଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ସୂଚନା।

‘ପିଏସଏଲଭି-ସି48’ ଲଞ୍ଚ ହେବା ପରେ ‘RISAT-2BR1’ ଧରି 9ଟି ବିଦେଶୀ ଉପଗ୍ରହ ଧରି ମହାକାଶ ଅଭିମୁଖେ ଅଗ୍ରସର ହେବ। ଏହା ଶ୍ରୀହରିକୋଟାରୁ 50ତମ ବିମାନ ପିଏସଏଲଭି 75ତମ ଲଞ୍ଚ ଯାନ ମିଶନ ହେବ। QLପ୍ରକାରର ଏହା ଦ୍ବିତୀୟ ଯାନ।

9ଟି ଉପଗ୍ରହ ଆମେରିକା,ଜାପାନ,ଇସ୍ରାଏଲ ଏବଂ ଇଟାଲୀରୁ ଅଣାଯାଇଛି। ‘ପିଏସଏଲଭି-ସି48’ 0.35 ମିଟରରୁ ଚିତ୍ର ଉତ୍ତୋଳନର କ୍ଷମତା ରଖିଛି। ‘RISAT-2BR1’ରେ କୃଷି,ଜଙ୍ଗଲ ଓ ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା ଭଳି ବିଭିନ୍ନ ଆପ୍ଲିକେଶନ ରହିଛି।

Intro:Body:

BLANK FOR LINK 

Conclusion:
Last Updated : Dec 10, 2019, 11:41 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.