ETV Bharat / bharat

ମୋଦିଙ୍କ ଥାଇଲାଣ୍ଡ ଗସ୍ତର ଶେଷ ଦିନ: RCEP ବୈଠକରେ ଦେବେ ଯୋଗ

author img

By

Published : Nov 4, 2019, 9:09 AM IST

ତ୍ରୀଦିବସୀୟ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ବ୍ୟାଙ୍କକରେ ବିଶ୍ବ ନେତାଙ୍କୁ ସାକ୍ଷାତ କରିବେ ।

ଫାଇଲ ଫଟୋ

ହାଇଦ୍ରାବାଦ: ତିନିଦିନିଆ ଥାଇଲାଣ୍ଡ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଜି ଶେଷଦିନ । ଆଜି ବ୍ୟାଙ୍କକରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବ ଏସିଆ ତୃତୀୟ ‘କ୍ଷେତ୍ରୀୟ ବ୍ୟାପକ ଆର୍ଥିକ ବୁଝାମଣା’ ବା (ଆରସିଇପି) ବୈଠକରେ ମୋଦି ଯୋଗ ଦେବେ ।

ଏହାସହ ପ୍ରଧାନମନ୍ତ୍ରୀ ଆଉ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେଇ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଭିଏତନାମ ପ୍ରଧାନମନ୍ତ୍ରୀ ଗୁଏନ ଜୁଆନ ଫୁକ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ସାକ୍ଷାତ କରିବେ । ଏସିଆନର ଅଧ୍ୟକ୍ଷ ଭାବେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସ୍ଥାୟିତ୍ବ ଉପରେ ଆଜି ଆୟୋଜିତ ସ୍ବତନ୍ତ୍ର ନେତୃତ୍ବ ନୈଶ୍ୟ ଭୋଜିରେ ମଧ୍ୟ ଅଂଶଗ୍ରହଣ କରିବେ ।

Intro:Body:

xccv

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.