ETV Bharat / bharat

ଆଜି ରାତିରେ କାଶ୍ମୀର ପ୍ରସଙ୍ଗରେ ଉଦବୋଧନ ଦେବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି 8ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିବେ ।

author img

By

Published : Aug 8, 2019, 2:26 PM IST

Updated : Aug 8, 2019, 4:32 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି 8ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଦେଶ ଉଦ୍ଦେଶ୍ୟରେ ମୋଦିଙ୍କ ଏହି ଅଭିଭାଷଣ ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ କରାଯିବ ।

ଜମ୍ମୁ କାଶ୍ମୀରରୁ ଧାରା 370ର ଉପଧାରା ଓ 35(ଏ) ଉଚ୍ଛେଦ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଛି । ଜମ୍ମୁ କାଶ୍ମୀରରୁ ଏହି ଧାରା 370 ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ପ୍ରଥମଥର ପାଇଁ ଦେଶବାସୀଙ୍କୁ ଉଦବୋଧନ ଦେବେ ।

Intro:Body:Conclusion:
Last Updated : Aug 8, 2019, 4:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.