ETV Bharat / bharat

'PM Cares' ପାଣ୍ଠିକୁ ମାସକର ଦରମା ଦେଲେ ରାଷ୍ଟ୍ରପତି - କୋରୋନା ସତର୍କତା

ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ୱିଟ୍ କରି ‘ପିଏମ କେୟାର୍ସ ଫଣ୍ଡକୁ ଏକ ମାସର ଦରମା ଦେବାକୁ ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରାଯାଇଛି’ । କୋଭିଡ -19 କୁ ପରାସ୍ତ କରିବାକୁ ସେ ସମସ୍ତ ନାଗରିକଙ୍କୁ ମଧ୍ୟ ନିବେଦନ କରିଛନ୍ତି ରାଷ୍ଟ୍ରପତି । ଅଧିକ ପଢନ୍ତୁ...

Ram Nath Kovind
Ram Nath Kovind
author img

By

Published : Mar 29, 2020, 5:40 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋରୋନା ଭାଇରସ ବିରୋଧୀ ଲଢେଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ମାସର ଦରମା ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ସେ ଏହି ସଙ୍କଟ ସମୟରେ ଦାନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।

ଫଟୋ ସୌଜନ୍ୟ:ଟ୍ବିଟର@rashtrapatibhvn
ଫଟୋ ସୌଜନ୍ୟ:ଟ୍ବିଟର@rashtrapatibhvn

ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ୱିଟ୍ କରି " ପିଏମ କେୟାର୍ସ ଫଣ୍ଡକୁ ଏକ ମାସର ଦରମା ଦେବାକୁ ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରାଯାଇଛି" । କୋଭିଡ -19 କୁ ପରାସ୍ତ କରିବାକୁ ସେ ସମସ୍ତ ନାଗରିକଙ୍କୁ ମଧ୍ୟ ନିବେଦନ କରିଛନ୍ତି।

ଟ୍ୱିଟ୍ ଅନୁଯାୟୀ, ତାଙ୍କ ପଦକ୍ଷେପକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଭବନର ଅନ୍ୟ କର୍ମଚାରୀମାନେ ମଧ୍ୟ ପିଏମ-କେୟାର୍ସ ପାଣ୍ଠିରେ ସହଯୋଗ କରୁଛନ୍ତି।

ରାଷ୍ଟ୍ରପତି ଭବନର ଏହି ଟ୍ବିଟ ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି, ‘ରାଷ୍ଟ୍ରପତି ଜୀ ଆପଣ ଦେଶକୁ ପ୍ରେରଣା ଦେଉଛନ୍ତି’ ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.