ETV Bharat / bharat

ରାତି ପାହିଲେ ଖୋଲିବ ବଦ୍ରିନାଥଙ୍କ ମନ୍ଦିର

author img

By

Published : May 14, 2020, 11:42 PM IST

ଉତ୍ତରାଖଣ୍ଡରେ ଥିବା ପ୍ରଭୁ ବଦ୍ରିନାଥଙ୍କ ମନ୍ଦିର ମେ ୧୫ରେ ଖୋଲିବ। । ତେବେ ମନ୍ଦିରରେ ପ୍ରବେଶ ପାଇଁ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ମନ୍ଦିର କପାଟ ସକାଳ 4.30ରେ ଖୋଲିବା ନେଇ କହିଛନ୍ତି ଜଣେ ଆଇଟିବିପି ଅଧିକାରୀ । ଅଧିକ ପଢନ୍ତୁ...

Badrinath temple to open on Friday
Badrinath temple to open on Friday

ଡେରାଡୁନ: ଦୀର୍ଘ ମାସର ବିରତି ପରେ ଶୁକ୍ରବାର(ମେ ୧୫)ରେ ଖୋଲିବ ବଦ୍ରିନାଥ ମନ୍ଦିର । ଉତ୍ତରାଖଣ୍ଡରେ ଥିବା ପ୍ରଭୁ ବଦ୍ରିନାଥଙ୍କ ମନ୍ଦିର ମେ ୧୫ରେ ଖୋଲିବ। । ତେବେ ମନ୍ଦିରରେ ପ୍ରବେଶ ପାଇଁ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ମନ୍ଦିର କପାଟ ସକାଳ 4.30ରେ ଖୋଲିବା ନେଇ କହିଛନ୍ତି ଜଣେ ଆଇଟିବିପି ଅଧିକାରୀ ।

ଗତ ବର୍ଷ ପ୍ରାୟ 10,000 ତୀର୍ଥଯାତ୍ରୀ ମନ୍ଦିର ଖୋଲା ହେବାର ପ୍ରଥମ ଦିନରେ ମନ୍ଦିର ଦର୍ଶନ କରିଥିଲେ। ଗୁରୁବାର ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳରେ ହଜାର ହଜାର ଫୁଲର ତୋରଣ କରାଯାଇଛି ।

ମନ୍ଦିରର ଉଦଘାଟନୀ ଦିବସର ପ୍ରଥମ ଦିନରେ ପୂଜାର୍ଚ୍ଚନା ଓ ପୁଷ୍ପ ଅର୍ପଣ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏବଂ ରାଜ୍ୟପାଳ ବବି ରାନୀ ମୌର୍ଯ୍ୟ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.