ETV Bharat / bharat

ସୁନା ବିସ୍କୁଟ ଚୋରି କରି ପୋଲିସ ବାବୁ ଫେରାର

author img

By

Published : Feb 12, 2019, 11:23 AM IST

ସୁନା ବିସ୍କୁଟ ଚୋରି କରି ଦୁଇ ପୋଲିସ ଅଧିକାରୀ ଫେରାର। ପ୍ରାୟ ୩ କୋଟି ମୁଲ୍ୟର ୬୦ ସୁନା ବିସ୍କୁଟ ଚୋରି ହୋଇଥିବା ନେଇ ପୋଲିସ କମଶନର ଦିପକ କୁମାର ସୂଚନା ଦେଇଛନ୍ତି ।

ପ୍ରତାକାତ୍ମକ ଫଟୋ

ଗୌହାଟି:ପ୍ରାୟ 3 କୋଟି ଟଙ୍କାର ସୁନାର ବିସ୍କୁଟ ଚୋରି କରି ଦୁଇ ପୋଲିସ କର୍ମଚାରୀ ଫେରାର। ସବୁଠାରୁ ତାଜୁବ କରିବା ଭଳି କଥା ହେଉଛି ଏହି ଅଭିଯୋଗ ଆଣିଛନ୍ତି ଖୋଦ ସୁନା ଚୋରି କରିଥିବା ଯୁବକ।

ପୋଲିସ କମିଶନର ଦୀପକ କୁମାରଙ୍କ କହିବାନୁଯାୟୀ ଗତ ଜାନୁଆରୀ ୧୫ ତାରିଖରେ ପୋଲିସ ସୁନା ଜବତ କରିବା ସହିତ ଜଣେ ଯୁବକଙ୍କୁ ଗିରଫ କରିଥିଲେ । ସୁନାକୁ ଜବତ କରିବା ପରେ ତାକୁ ମାଲଖାନାରେ ଜମା କରିବା ବଦଳରେ ନିଜ ପାଖରେ ରଖି ଦେଇଥିଲା ପୋଲିସ। ସୁନା ଚାଲାଣକାରୀଙ୍କୁ ଏ ସମ୍ପର୍କରେ ଜଣାପଡିବା ପରେ ଫେବୃୟାରୀ ୪ ତାରିଖରେ ସେମାନେ ପୋଲିସ ଆଗରେ ସବୁ ସତ ଜଣାଇଥିଲେ।

ଚୋରା ଚାଲଣକାରୀଙ୍କୁ କୋର୍ଟରେ ହାଜର କରି ପୋଲିସ ତାର ବୟାନ ରେକର୍ଡ କରିବା ପରଠାରୁ ସମ୍ପୃକ୍ତ ଅଧିକାରୀ ଫେରାର ହୋଇଯାଇଛନ୍ତି। ପୋଲିସ ସେମାନାଙ୍କ ବିରୋଧରେ ମାମଲା ଦାୟର କରିବା ସହ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

Slug- ସମ୍ବଲପୁର ରେ ନୂଆ ଜିଲ୍ଲାପାଳଙ୍କ ଦାୟିତ୍ବ ଗ୍ରହଣ।
Format.AVB.
Reporter.Badsah Jusman Rana.
Date-11.02.2019.
Place -Sambalpur .

ଆଙ୍କର- ସମ୍ବଲପରର ନୂତନ ଜିଲ୍ଲାପାଳ ଭାବେ  ଦାୟିତ୍ବ ନେଇଛନ୍ତି  ଶୁଭମ ସକ୍ସେନା । ପୂର୍ବରୁ ସେ ବିଏମସି କମିଶନର ଭାବେ କାର୍ଯ୍ୟ କରିଛନ୍ତି । ବର୍ତମାନ ସମ୍ବଲପୁରର ଜିଲ୍ଲାପାଳ ଥିବା ସମର୍ଥ ବର୍ମା ବିଏମସି କମିଶନର ଭାବେ ଯୋଗ ଦେବାକୁ ଯାଉଛନ୍ତି । ସମ୍ବଲପୁରରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପକୁ ତ୍ବରାନ୍ବିିତ କରିବା ସହ ସମ୍ବଲପୁରର ବିକାଶ ଉପରେ ଧ୍ୟାନ ଦେବେ ବୋଲି ସେ ନୁଆଁ ଭାବେ ଦାୟିତ୍ୱ ନେଇଥିବା ଜିଲ୍ଳାପାଳ ଶୁଭମ ସାକ୍ସେନା କହିଛନ୍ତି ।ଆଗକୁ ନିର୍ବାଚନ ଥିବାରୁ  ନିର୍ବାଚନ କିପରି ସ୍ବଚ୍ଛ ଓ ଅବାଧ ଭାବେ ହୋଇପାରିବ ତା ଉପରେ ଗୁରୁତ୍ବ ଦେବେ ସେ କହିଛନ୍ତି । 

ବାଇଟ- ଶୁଭମ ସକ୍ସେନା, ଜିଲ୍ଲାପାଳ ସମ୍ବଲପୁର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.