ETV Bharat / bharat

ଇଟା ନୁହେଁ, ପ୍ଲାଷ୍ଟିକରେ ନିର୍ମାଣ ହେଉଛି ଅଙ୍ଗନବାଡି କେନ୍ଦ୍ର - assam plastic news

‘କିସଲୟା’ ଯୋଜନା ଅନ୍ତର୍ଗତ ନିର୍ମାଣ ହେଉଛି ଅଙ୍ଗନବାଡି କେନ୍ଦ୍ର । ଇଟା ବଦଳରେ ପ୍ଲାଷ୍ଟିକକୁ ବ୍ୟବହାର କରି ନିର୍ମାଣ ହେବ ପ୍ରାୟ 100ଟି ଅଙ୍ଗନବାଡି କେନ୍ଦ୍ର । ଅଧିକ ପଢନ୍ତୁ...

Plastic bottles replace bricks
ଡିଜାଇନ ଫଟୋ
author img

By

Published : Jan 28, 2020, 8:06 AM IST

ମାଜୁଲୀ(ଆସାମ): ଭାରତ ତଥା ବିଶ୍ବର ସମସ୍ତ ଦେଶ ପ୍ଲାଷ୍ଟିକ ଆବର୍ଜନାକୁ କିପରି ସଦୂପଯୋଗ କରିପାରିବ, ସେ ନେଇ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଉଛି । ଏଥିରେ ଆସାମର ମାଜୁଲୀ ଜିଲ୍ଲା ମଧ୍ୟ ସାମିଲ ହୋଇଛି । ଏହି ଗ୍ରାମାଞ୍ଚଳରେ ନିର୍ମାଣ ହେଉଛି ଅଙ୍ଗନବାଡି କେନ୍ଦ୍ର । ପ୍ଲାଷ୍ଟିକ ବୋତଲକୁ ବ୍ୟବହାର କରି ନିର୍ମାଣ ହେଉଛି ଏହି କେନ୍ଦ୍ର । ମାଜୁଲୀର ଜିଲ୍ଲା ଅଧିକାରୀ ବିକ୍ରମ କ୍ୟାରୀ ପ୍ଲାଷ୍ଟିକ ବ୍ୟବହାର ରୋକିବା ଅଭିଯାନରେ ସାମିଲ ହୋଇ ‘କିସଲୟା’ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ଏହି ପ୍ରୋଜେକ୍ଟ ଅନ୍ତର୍ଗତ ଜିଲ୍ଲାର ପ୍ରାୟ 100 ଅଙ୍ଗନବାଡି ଚୟନ କରାଯାଇଛି । ଏହି ସମସ୍ତ ଅଙ୍ଗନବାଡି କେନ୍ଦ୍ର ଇଟା କିମ୍ବା ପଥର ବଦଳରେ ପ୍ଲାଷ୍ଟିକରେ ହିଁ ନିର୍ମାଣ କରାଯିବ ।

ପ୍ଲାଷ୍ଟିକରେ ନିର୍ମାଣ ହେଉଛି ଅଙ୍ଗନବାଡୀ କେନ୍ଦ୍ର

ଏନେଇ ବିକ୍ରମ କ୍ୟାରୀ କହିଛନ୍ତି,‘ପ୍ରୋଜେକ୍ଟକୁ ନେଇ ମୁଁ ଖୁସି ଅଛି । ଆସାମର ଏହା ପ୍ରଥମ ପ୍ରୋଜେକ୍ଟ, କିନ୍ତୁ 2 ବର୍ଷ ପୂର୍ବରୁ ତିନସୁକିଆ ଜିଲ୍ଲାର ମାର୍ଘେରିଟାରେ ଯୁବପୀଢୀଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସମାନ ପ୍ରକ୍ରିୟା ବ୍ୟବହାର କରି ଏକ ଆବାସ ନିର୍ମାଣ କରିଥିଲୁ’ ।ଯୁବ ଆଇଏଏସ ବିକ୍ରମ କ୍ୟାରୀ ଏହି ପ୍ରକ୍ରିୟା ବିଷୟରେ କହିଛନ୍ତି ଯେ, ‘ ଫିଲିପାଇନ୍ସ, ଆଫ୍ରିକା ଓ ଦକ୍ଷିଣ ଆମେରିକାରେ ମଧ୍ୟ ସମାନ ପ୍ରକ୍ରିୟା ଦେଖିବାକୁ ମିଳିଥାଏ । ଭାରତର କର୍ଣ୍ଣାଟକ ଓ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ଏପରି ଉଦାହରଣ ଦେଖିବାକୁ ମିଳିଛି ’ ।

ଏହି ଅଭିନବ ଯୋଜନାରେ ପ୍ରଥମ ଅଙ୍ଗନବାଡି କେନ୍ଦ୍ର 80,000 ବ୍ୟୟ ଅଟକଳରେ ସିକାଲା ପଞ୍ଚାୟତ ଅଧିନ କାକୋରିକୋଟା ପବାନା ଗ୍ରାମରେ ନିର୍ମାଣ କରାଯାଉଛି । ଏହି ଯୋଜନାର ଶିଳାନ୍ୟାସ 25 ଡିସେମ୍ବର 2019ରେ କରାଯାଇଥିଲା । ‘କିସଲୟା’ ଯୋଜନାର ପ୍ରଥମ ଭାଗରେ 45 ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଯିବ । ଏହା ମଧ୍ୟରୁ 4ଟିର କାର୍ଯ୍ୟ ଆରମ୍ଭ ହୋଇଗଲାଣି । ବ୍ରହ୍ମପୁତ୍ର ଦ୍ବୀପର ସ୍ଥାନୀୟ ବାସିନ୍ଦା ଏହି ଯୋଜନାକୁ ସ୍ବାଗତ କରିବା ସହ ଯଥାସମ୍ଭବ ସାହାଯ୍ୟ କରୁଛନ୍ତି ।

ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ‘ପ୍ଲାଷ୍ଟିକକୁ ଫୋପାଡିବା ବଦଳରେ ଏହାକୁ ସଂଗ୍ରହ କରି ଭଲ କାମରେ ବ୍ୟବହାର କରିବା ସ୍ବାଗତଯୋଗ୍ୟ । ଏହା ପ୍ରଦୂଷଣ ହେବାରୁ ରୋକିବ ଓ କିଛି ନୂଆ ଗଢିତୋଳିବାରେ ସାହାଯ୍ୟ କରିବା ’ । ପ୍ରୋଜେକ୍ଟର ବହୁଳ ବ୍ୟବହାର ଦେଖି ଲକ୍ଷାଧିକ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରିବାର ଆବଶ୍ୟକତା ରହିଛି । ତେଣୁ ପ୍ଲାଷ୍ଟିକ ସଂଗ୍ରହ କରିବାର ଦାୟିତ୍ବ ପଶ୍ଚିମ କାକୋରିକୋଟାର ଇନ୍ଦିରା ମହିଳା ସଙ୍ଗଠନ ଓ ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦିଆଯାଇଛି । ଏଥିପାଇଁ ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

Majuli, Assam

VO: Even as the country and the world continues trying and figure out ways to put the burgeoning plastic waste to good use, Anganwadi centres - a rural child care centre - being constructed in Majuli district of Assam could lead the way in dealing with this problem.

GFX: Anganwadi centres being constructed in Majuli district of Assam could lead the way in dealing with plastic menace

VO: As part of project 'Kishalaya', initiated by Majuli Deputy Commissioner Bikram Kairi, the district administration has selected 100 Anganwadi centre's which are to be constructed with single-use plastic bottles instead of bricks.

GFX: As part of project 'Kishalaya', initiated by Majuli DC, 100 Anganwadi centre's are to be constructed with single-use plastic bottles

BYTE: Bikram Kairi

Subtitle: This seems to be the first such construction project in Assam, but earlier we had built a shed using the same technique in Margherita to keep the generators which is still intact. We have seen such constructions taking place in Philippines, African countries, and even in South American countries. In India, Karnataka, and other South Indian states have used the same technique. We were thinking if can take the same initiative in Assam, hence we started work on the Anganwadi Centre's in Majuli, and we will use 20,000 bottles. 

VO: The first Anganwadi Centre to be constructed under this unique project is the one that is being constructed at a cost of around Rs. 80,000 at Kakorikota Pabana village under Silakala Gaon Panchayat in the world's largest river island, and the foundation stone for the same was laid by Kairi on December 25, 2019.

GFX: Kakorikota Pabana Anganwadi Centre is the 1st one to be constructed under this unique project 

GFX: It will cost around Rs. 80,000 

VO:In the first phase of Kishalaya, 45 Anganwadi Centres will be taken up for construction, out of which work for four such centre's has already begun.

GFX: In the first phase of Kishalaya, 45 Anganwadi Centres will be taken up for construction

The local residents of the Brahmaputra island have equally participated in the project while praising the initiative.

GFX: Local residents of Majuli have equally participated in the project

BYTE: Local resident

Subtitle: Instead of throwing away plastic, if you collect it and put it to good use, it not only reduces pollution but also may help you in constructing something

VO: Given the scale of the project, lakhs of single-use plastic bottles will be required to carry out the construction work, and the task to collect the 'raw material' - plastic bottles - has been given to the West Kakorikota Indira Women Society and village Self-Help Group's who will be provided financial aid for the same.

GFX: Lakhs of single-use plastic bottles will be required to carry out the construction work

GFX: The task to collect the bottles has been given to SHG's, and other women-led societies who will be provided financial aid for the same

Article:

Headline: Plastic bottles replace bricks for construction of Majuli Anganwadi centres

Summary: As part of project 'Kishalaya', initiated by Majuli Deputy Commissioner Bikram Kairi, the district administration has selected 100 Anganwadi centre's which are to be constructed with single-use plastic bottles instead of bricks.

Lead: Majuli (Assam): Even as the country and the world continues to battle the menace of plastic pollution while trying to figure out ways to put the burgeoning plastic waste to good use, Anganwadi centres - a rural child care centre - being constructed in Majuli district of Assam could lead the way in dealing with this problem.

Body: As part of project 'Kishalaya', initiated by Majuli Deputy Commissioner Bikram Kairi, the district administration has selected 100 Anganwadi centre's which are to be constructed with single-use plastic bottles instead of bricks.

"I feel good about the project. This seems to be the first such construction project in Assam, but earlier, during my tenure as the SDO (Civil) of Margherita in Tinsukia district about two years ago, we had built a shed using the same technique in Margherita to keep the generators which is still intact, " said Kairi.

Elaborating on similar initiatives being taken around the world, the young IAS officer said, "We have seen such constructions taking place in Philippines,African countries, and even in South American countries. In India, Karnataka, and other South Indian states have used the same technique."

The first Anganwadi Centre to be constructed under this unique project is the one that is being constructed at a cost of around Rs. 80,000 at Kakorikota Pabana village under Silakala Gaon Panchayat in the world's largest river island, and the foundation stone for the same was laid by Kairi on December 25, 2019.

In the first phase of Kishalaya, 45 Anganwadi Centres will be taken up for construction, out of which work for four such centre's has already begun.

The local residents of the Barhmaputra island have equally participated in the project while praising the initiative.

"Instead of throwing away plastic, if you collect it and put it to good use, it not only reduces pollution but also may help you in constructing something," said a local resident of Majuli.

Given the scale of the project, lakhs of single-use plastic bottles will be required to carry out the construction work, and the task to collect the 'raw material' - plastic bottles - has been given to the West Kakorikota Indira Women Society and village Self-Help Group's who will be provided financial aid for the same.

-----------------------------------

1  Anganwadi centres being constructed in Majuli district of Assam could lead the way in dealing with plastic menace

2 As part of project 'Kishalaya', 100 Anganwadi centre's are to be constructed with single-use plastic bottles   (Corrected)

3  Kakorikota Pabana Anganwadi Centre is the 1st one to be constructed under this unique project 

4  It will cost around Rs. 80,000 

5  In the first phase of Kishalaya, 45 Anganwadi Centres will be taken up for construction

6 Local residents of Majuli have equally participated in the project

7 Lakhs of single-use plastic bottles will be required to carry out the construction work

8 The task to collect the bottles has been given to SHG's, and other women-led societies (Corrected)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.