ETV Bharat / bharat

ବେଲଗାମ ତୈଳଦର: ପେଟ୍ରୋଲ 56, ଡିଜେଲ 63 ପଇସାକୁ ବୃଦ୍ଧି

ବେଲଗାମ ତୈଳଦର: ପେଟ୍ରୋଲ 56 ଓ ଡିଜେଲ 63 ପଇସାକୁ ବୃଦ୍ଧି । 13 ଦିନ ଧରି ତୈଳଦର ବୃଦ୍ଧି ପାଇଥିବା ସୂଚନା । ଅଧିକ ପଢନ୍ତୁ.....

Petrol and diesel prices hike today
ବେଲଗାମ ତୈଳଦର: ପେଟ୍ରୋଲ 56, ଡିଜେଲ 63 ପଇସାକୁ ବୃଦ୍ଧି
author img

By

Published : Jun 19, 2020, 3:14 PM IST

ନୂଆଦିଲ୍ଲୀ : ପୁଣି ବଢିଲା ତୈଳଦର । କୋରୋନା ସଙ୍କଟ ବେଳେ ବେଲଗାମ ତୈଳଦର । ଲଗାତାର ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ-ଡିଜେଲ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟୁଥିଲେ ମଧ୍ୟ ଭାରତୀୟ ତୈଳ ବଜାରରେ କୌଣସି ପ୍ରଭାବ ପଡ଼ୁନଥିବା ଦେଖିବାକୁ ମିଳିଛି । ପେଟ୍ରୋଲ ଲିଟର ପିଛା 0.56 ପଇସା ଓ ଡିଜେଲ ଲିଟର ପିଛା 0.63 ପଇସା ବୃଦ୍ଧି ପାଇଛି।

ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ 77.81 ରୁ ଲିଟର ପିଛା 78.37 ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲ ଦର 76.43 ରୁ ଲିଟର 77.06 ଟଙ୍କାକୁ ବୃଦ୍ଧି କରାଯାଇଛି । କ୍ରମାଗତ ଭାବେ, 13 ଦିନ ଧରି ତୈଳଦର ବୃଦ୍ଧି ପାଇବାରେ ଲାଗିଛି ।

ସୌଜନ୍ୟ @ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.