ETV Bharat / bharat

'ନିଜ ମତକୁ ଅନ୍ୟ ଉପରେ ଲଦିବା ପାଇଁ ରାସ୍ତାରେ ବସିବା ଆତଙ୍କବାଦର ଏକ ରୂପ' - Kerala governor statment on protest

CAA ପ୍ରଦର୍ଶନକାରୀଙ୍କୁ କେରଳ ରାଜ୍ୟପାଳ ଆରିଫ ମହମ୍ମଦଙ୍କ ଟାର୍ଗେଟ । ନିଜର ମତକୁ ଅନ୍ୟ ଉପରେ ଲଦି ଦେବା ପାଇଁ ରାସ୍ତରେ ବସି ଜନଜୀବନକୁ ଅସ୍ତବ୍ୟସ୍ତ କରିବା, ତାହା ଆତଙ୍କବାଦର ଏକ ରୂପ ବୋଲି କହିଛନ୍ତି ଆରିଫ । ଅଧିକ ପଢନ୍ତୁ...

'ନିଜ ମତକୁ ଅନ୍ୟ ଉପରେ ଲଦିବା ପାଇଁ ରାସ୍ତାରେ ବସିବା ଆତଙ୍କବାଦର ଏକ ରୂପ'

author img

By

Published : Feb 21, 2020, 6:07 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀର ଶାହିନ ବାଗ ସମେତ ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ନେଇ ପ୍ରଦର୍ଶନକାରୀଙ୍କୁ ଟାର୍ଗେଟ କରିଛନ୍ତି କେରଳ ରାଜ୍ୟପାଳ ଆରିଫ ମହମ୍ମଦ । ଲୋକମାନେ ଯେପରିଭାବେ ବଳପୂର୍ବକ ନିଜର ମତକୁ ଅନ୍ୟ ଉପରେ ଲଦି ଦେବା ପାଇଁ ରାସ୍ତରେ ବସି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛନ୍ତି, ତାହା ଆତଙ୍କବାଦର ଏକ ରୂପ ବୋଲି କହିଛନ୍ତି ଆରିଫ ।

ରାଜ୍ୟପାଳ ଆରିଫ କହିଛନ୍ତି ଯେ ହିଂସାର ଉତ୍ପତି କେବଳ ଆକ୍ରୋଶରୁ ହୋଇ ନଥାଏ, ଏହା ବିଭିନ୍ନ ରୂପରେ ସାମ୍ନାକୁ ଆସିଥାଏ । ଯଦି ଆପଣ ମୋ କଥା ନଶୁଣିବେ, ତେବେ ମୁଁ ସାମାନ୍ୟ ଜନ ଜୀବନରେ ବାଧା ସୃଷ୍ଟି କରିବି । ଏହା ମଧ୍ୟ ହିଂସାର ରୂପ । ଅନ୍ୟପକ୍ଷେ ଅସନ୍ତୋଷ ଲୋକତନ୍ତ୍ରର ସାରାଂଶ ହୋଇଥିବା ବେଳେ ଏଥିରେ କୌଣସି ସମସ୍ୟା ନଥିବା ଆରିଫ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

@ians_india

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.