ETV Bharat / bharat

ବିଲେଇ ଛୁଆ ଭାବି ବାଘଶାବକ ସହ ଖେଳୁଥିଲେ, ତା’ପରେ... - ବାଘ ଛୁଆ

ରାଜସ୍ଥାନରେ ଏକ ବାଘ ଛୁଆ ଉଦ୍ଧାର । ଜୟପୁର ସ୍ଥିତ ଚିଡିଆଘରେ ଛାଡିଲା ବନ ବିଭାଗ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Jul 28, 2019, 11:45 PM IST

ଜୟପୁର: ରାଜସ୍ଥାନର ପାଟନ ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । 2 ଜଣ ଯୁବକ ଏକ ବାଘ ଛୁଆକୁ ଦେଖି ବିଲେଇ ଛୁଆ ଭାବି ଘରକୁ ନେଇଆସିଥିଲେ । ଏହା ବାଘ ଛୁଆ ଜଣାପଡିବା ପରେ ପରିବାର ଲୋକ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ଅଧିକାରୀ ପହଞ୍ଚି ଶାବକକୁ ନେଇ ଜୟପୁରର ଚିଡିଆଘରେ ଛାଡିଥିଲେ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସୂଚନାମୁତାବକ, ନିମକାଥାନା ଅନ୍ତର୍ଗତ ପାଟନ ରେଞ୍ଜରେ ଏବି ବାଘ ଛୁଆର ଜନ୍ମ 2 ଦିନ ତଳେ ହୋଇଥିବା ଜଣାପଡିଛି । ସରିଫ ଓ ତୈୟବ ନିକଟସ୍ଥ ପାହାଡକୁ ବୁଲିବାକୁ ଯାଇଥିବାବେଳେ ଏହାକୁ ବିଲେଇ ଛୁଆ ଭାବି ନେଇ ଆସି ସେମାନେ ଖେଳିଥିଲେ ।

ନିମକାଥାନା ରେଞ୍ଜର ଦେବେନ୍ଦ୍ର ସିଂହଙ୍କ କହିବାନୂଯାୟୀ, ଶାବକଟି ଜନ୍ମ ନେବାପରେ ବର୍ଷ। କାରଣରୁ ତା ମାଆ ଠାରୁ ଅଲଗା ହୋଇଯାଇଥିଲା । ଏହାପରେ ସେ କିଛି ନଖାଇ ବର୍ଷା ମାଡରେ ଅତ୍ୟନ୍ତ ଦୁର୍ବଳ ହୋଇପଡିଛି । ପରେ ଶାବକଟିକୁ ଛେଳି ଦୁଗ୍ଧ ଦିଆଯାଇ ଜୟପୁର ସ୍ଥିତ ଚିଡିଆଘରେ ଛାଡି ଦିଆଯାଇଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.