ପୁଞ୍ଚ: ଦେଶରେ କୋରୋନା ପରିସ୍ଥିତି ବିଗୁଡୁଥିବାବେଳେ ସୀମାରେ ପାକିସ୍ତାନ ନିଜ ଔଦ୍ଧତ୍ୟ ଦେଖାଇ ଚାଲିଛି । ଲଗାତାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବା ସହ ସୀମାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଛି । ବୁଧବାର ଗୋଟିଏ ଦିନରେ ପାକ୍ ଦୁଇ ଥର ଗୁଳିମାଡ କରିଛି ।
ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଏହି ଘଟଣା ଘଟିଛି । ବାଲାକୋଟେ ସେକ୍ଟରରେ ପାକ୍ ସେନା ପକ୍ଷରୁ ଗୁଳି ଓ ମୋର୍ଟାର ମାଡ ହୋଇଛି । ରାତି 8ଟା 45ରେ ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି । ଭାରତୀୟ ସେନା ପକ୍ଷରୁ କଡା ଜବାବ ଦିଆଯାଉଛି ।
ତେବେ ସକାଳେ ମଧ୍ୟ ପାକ୍ ସେନା ନୌସେରା ସେକ୍ଟରରେ ଗୁଳିମାଡ କରିଥିଲା । ଏଥିରେ ସାଧାରଣ ନାଗରିକଙ୍କ ଘରର କ୍ଷତି ହୋଇଥିବା ସୂଚନା ମିଳିଛି ।
ଗୋଟିଏ ଦିନରେ ପାକିସ୍ତାନର 2 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ - ନୌସେରା ସେକ୍ଟରରେ ଗୁଳିମାଡ
ସୀମାରେ ପାକିସ୍ତାନ ନିଜ ଔଦ୍ଧତ୍ୟ ଦେଖାଇ ଚାଲିଛି । ଲଗାତାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବା ସହ ସୀମାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଛି । ବୁଧବାର ଗୋଟିଏ ଦିନରେ ପାକ୍ ଦୁଇ ଥର ଗୁଳିମାଡ କରିଛି । ଅଧିକ ପଢନ୍ତୁ...