ETV Bharat / bharat

ପୁଣି ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକ୍

author img

By

Published : Aug 7, 2020, 11:27 AM IST

ଶୁକ୍ରବାର ସକାଳ 6.30 ସମରେ ପୁଣି ଥରେ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ବାଲାକୋଟ୍ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ।

ceasefire
ପୁଣି ପୁଞ୍ଚ ଜିଲ୍ଲାରେ ଅସ୍ତ୍ରବିରତି ଉଲଙ୍ଘନ କଲା ପାକ୍

ଶ୍ରୀନଗର: ପୁଞ୍ଚ ସୀମାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକ୍‌ । ନିଜ ହୀନ ଚକ୍ରାନ୍ତ କେବେ ମଧ୍ୟ ପଛକୁ ହଟୁନାହିଁ । ଶୁକ୍ରବାର ସକାଳ 6.30 ସମୟରେ ପୁଣି ଥରେ ଜାମ୍ମୁ କାଶ୍ମୀରର ବାଲାକୋଟ୍ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ।

ସେହିପରି ମଙ୍ଗଳବାର ପାକିସ୍ତାନ ପୁଞ୍ଚ ଜିଲ୍ଲାର କୃଷ୍ଣାଘାଟୀରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଅସ୍ତ୍ରଶସ୍ତ୍ର ଉଲ୍ଲଂଘନରେ ପାକ୍‌ ଗୁଳି ଚଳାଇବା ସହ ମୋର୍ଟାର ସହିତ ଗୁଳି ଚଳାଇଥିଲା । ସେପଟେ ପାକ୍‌ର ଏହି ହରକତକୁ ଜୋରଦାର ଟକ୍କର ଦେଉଛି ଭାରତୀୟ ସେନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.