ETV Bharat / bharat

ଚନ୍ଦ୍ରଯାନ 2: ଇଣ୍ଡିଆକୁ ‘ଏଣ୍ଡିଆ’ କହିଲେ ପାକିସ୍ତାନ ମନ୍ତ୍ରୀ

author img

By

Published : Sep 7, 2019, 5:26 AM IST

ଅନିଶ୍ଚିତତା ମଧ୍ୟରେ ଚନ୍ଦ୍ରଯାନ 2ର ସଫଳ ଲ୍ୟାଣ୍ଡିଂ । ସେପଟେ କିନ୍ତୁ ଦେଶର ଉପଲବ୍ଧିକୁ ନେଇ ଚିରାଚରିତ ଢଙ୍ଗରେ ତାତ୍ସଲ୍ୟ କରିଛି ପଡୋଶୀ ଦେଶ ପାକିସ୍ତାନ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଅନିଶ୍ଚିତତା ମଧ୍ୟରେ ଚନ୍ଦ୍ରଯାନ 2ର ସଫଳ ଲ୍ୟାଣ୍ଡିଂ । ଅବତରଣର ଠିକ ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ଘଟଣା ଦେଶକୁ କରିଛି ନିରାଶ । ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନ 2ର ଗତିବିଧିକୁ ନେଇ ହରଡଘଣାରେ ଇସ୍ରୋ । ସେପଟେ କିନ୍ତୁ ଦେଶର ଉପଲବ୍ଧିକୁ ନେଇ ଚିରାଚରିତ ଢଙ୍ଗରେ ତାତ୍ସଲ୍ୟ କରିଛି ପଡୋଶୀ ଦେଶ ପାକିସ୍ତାନ ।

photo
Pak minister

ପାକର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ କହିଛନ୍ତି ‘ଯେଉଁ କାମ ଆସୁନାହିଁ, ସେ କାମ ହାତକୁ ନେବା ଉଚିତ ନୁହେଁ...ଡିଅର ଏଣ୍ଡିଆ’ । ମିଶନ ଏଣ୍ଡ (ଶେଷ) ହୋଇଯିବା ଭାବି ବ୍ୟଙ୍ଗ କରି ଇଣ୍ଡିଆକୁ ଏଣ୍ଡିଆର ଆଖ୍ୟା ଦେଇଛନ୍ତି । ସେହିପରି ମୋଦିଙ୍କୁ ବି ମହାକାଶଚାରୀ କହିବାକୁ ଭୁଲି ନାହାନ୍ତି ଫୱାଦ ।

ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବି ପୂର୍ବରୁ କଟାକ୍ଷ କରି ଚର୍ଚ୍ଚାରେ ଥିଲେ ଫୱାଦ । ରାହୁଲଙ୍କୁ ତାଙ୍କ ଅଣଜେଜେ ଜବାହାରଲାଲ ନେହେରୁଙ୍କ ଠାରୁ ରାଜନୀତି ଶିଖିବା ଉଚିତ ବୋଲି କହିଥିଲେ ଏହି ପାକ ମନ୍ତ୍ରୀ । ଜମ୍ମୁ କାଶ୍ମୀରରୁ ଅନୁଚ୍ଛେଦ 370 ଉଚ୍ଛେଦ ପରେ ଭାରତ ପାକିସ୍ତାନ ସମ୍ପର୍କ ମଧ୍ୟରେ ତିକ୍ତତା ଦେଖା ଦେଇଛି । ପାକିସ୍ତାନ ଭାରତ ସରକାରଙ୍କୁ ଯୁଦ୍ଧ ଧମକ ମଧ୍ୟ ଦେଇଛି।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.