ETV Bharat / bharat

ଦିଲ୍ଲୀରେ 2ଦିନ ଲାଗୁ ହେବ ନାହିଁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା - Delhi

ଆସନ୍ତା 11 ଓ 12 ତାରିଖରେ ଗୁରୁ ନାକକ୍‌ଙ୍କ 550ତମ ଜନ୍ମଜୟନ୍ତୀ ଅବସରରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହେବ ନାହିଁ ବୋଲି ଘୋଷଣା କରିଛନ୍ତି କେଜ୍ରିୱାଲ ।

ଅରବିନ୍ଦ କେଜରିୱାଲ
author img

By

Published : Nov 8, 2019, 8:41 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପାଇଁ ଲାଗୁ ହୋଇଛି ଯୁଗ୍ମ-ଅଯୁଗ୍ମ ଫର୍ମୁଲା । ବିରୋଧିଙ୍କ କଟାକ୍ଷ ସତ୍ବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦୃଢ ନିଷ୍ପତ୍ତି ବଳରେ ଜାରି ରହିଛି ଫର୍ମୁଲା । ତେବେ ଆସନ୍ତା 11 ଓ 12 ତାରିଖରେ ଗୁରୁ ନାକକଙ୍କ 550ତମ ଜନ୍ମଜୟନ୍ତୀ ଅବସରରେ ଏହି ଫର୍ମୁଲା ଲାଗୁ ହେବ ନାହିଁ ବୋଲି ଘୋଷଣା କରିଛନ୍ତି କେଜ୍ରିୱାଲ ।

ଅରବିନ୍ଦ କେଜରିୱାଲ

ତେବେ ଶିଖ୍‌ ସମ୍ପ୍ରଦାୟର ଅନୁରୋଧ କ୍ରମେ ଏହି ଦୁଇ ଦିନ ପାଇଁ ସ୍କିମ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କେଜ୍ରିୱାଲ । ତେବେ ଗୁରୁ ନାକକଙ୍କ 550ତମ ଜନ୍ମଜୟନ୍ତୀ ପାଇଁ ଦିଲ୍ଲୀକୁ ଲକ୍ଷ ଲକ୍ଷ ଶଦ୍ଧାଳୁ ଆସିଥାନ୍ତି । ତେଣୁ ଅଡ-ଇଭିନ ଫର୍ମୁଲା ଲାଗୁ ହେବା ଫଳରେ ଶଦ୍ଧାଳୁ ମାନଙ୍କୁ ଅସୁବିଧା ହୋଇପାରେ ।

ଅନ୍ୟପଟେ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ କହିଛନ୍ତି, ଅଡ-ଇଭିନ ଫର୍ମୁଲାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ସହରବାସୀ । ଏଥିସହ ଏନେଇ ବିଧାୟକ ଜର୍ନାଲି ସିଂହ ଓ ଏକ ପ୍ରତିନିଧି ମଣ୍ଡଳୀ ତାଙ୍କୁ ଭେଟିଥିବା ସେ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.