ETV Bharat / bharat

ଦୁଇଦିନ ପରେ ପୁଣି ଫେରିଲା ଯୁଗ୍ମ-ଅଯୁଗ୍ମ ଫର୍ମୁଲା - ଗୁରୁ ନାନକଙ୍କ 559ତମ ଜୟନ୍ତୀ

ଗୁରୁ ନାନକଙ୍କ 559ତମ ଜୟନ୍ତୀ ଅବସରରେ ଦିଲ୍ଲୀରେ ଦୁଇଦିନ ପାଇଁ ଯୁଗ୍ମ-ଅଯୁଗ୍ମ ନିୟମକୁ ପ୍ରତ୍ୟାହାର କରାଯାଇଥିଲା । ଆଜିଠୁ ପୁଣି ଲାଗୁ ହୋଇଛି ଫର୍ମୁଲା ।

ଫାଇଲ ଫଟୋ
author img

By

Published : Nov 13, 2019, 9:12 AM IST

ନୂଆଦିଲ୍ଲୀ: ଦୁଇ ଦିନ ପରେ ପୁଣି ଦିଲ୍ଲୀବାସୀଙ୍କ ପାଖକୁ ଫେରିଛି ଯୁଗ୍ମ-ଅଯୁଗ୍ମ ଫର୍ମୁଲା । ଆଜି (ବୁଧବାର) ସକାଳ 8 ପରେ ଯୁଗ୍ମ ନମ୍ବର ଗାଡି ଚଳାଉଥିଲେ ଗଣିବେ ତଣ୍ଡ । ଗତ 6 ଦିନ ମଧ୍ୟରେ ପ୍ରାୟ 3000 ଜଣଙ୍କ ଠାରୁ ଫାଇନ ଆଦାୟ କରାଯାଇଛି ।

ନିୟମକୁ ପାଳନ କରୁନଥିବା ଲୋକଙ୍କ ପାଇଁ ଫାଇନ 2000ରୁ ବଢେଇ 4000 ଟଙ୍କା କରିଦିଆଯାଇଛି । ଗାଡିଚାଳକଙ୍କୁ ଏନେଇ କୌଣସି ଅସୁବିଧା ନହେବା ପାଇଁ ଆଗୁଆ ସଚେତନ କରାଯିବ । ନିୟମର ତଦାରଖ ପାଇଁ 600ରୁ ଅଧିକ ଟିମ୍ ନିୟୋଜିତ ଅଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.