ETV Bharat / bharat

ନିର୍ଭୟାଙ୍କୁ ନ୍ୟାୟ: ସମସ୍ତ 4 ଦୋଷୀଙ୍କ ଭାଗ୍ୟ ନିରୂପଣ ଆଜି - 4 ଦୋଷୀଙ୍କ ଭାଗ୍ୟ ନିରୂପଣ ଆଜି

ନିର୍ଭୟା ମାମଲାର ସମ୍ପୃକ୍ତ 4 ଅପରାଧୀଙ୍କ ଫାଶୀର ତାରିଖକୁ ନେଇ ଆଜି ଘୋଷଣା କରାଯାଇପାରେ। ତିହାର ଜେଲ ପ୍ରଶାସନର ପ୍ରସ୍ତୁତି ଦେଖି ଫାଶୀ ଖୁବ ଶୀଘ୍ର କାର୍ଯ୍ୟକାରୀ ହୋଇପାରେ।

Nirbhaya case
ନିର୍ଭୟାଙ୍କୁ ନ୍ୟାୟ
author img

By

Published : Jan 7, 2020, 9:02 AM IST

ନୂଆଦିଲ୍ଲୀ: ନିର୍ଭୟା ମାମଲାର ସମ୍ପୃକ୍ତ 4 ଦୋଷୀଙ୍କ ଫାଶୀର ତାରିଖକୁ ନେଇ ଆଜି ଘୋଷଣା କରାଯାଇପାରେ। ତିହାର ଜେଲ ପ୍ରଶାସନର ପ୍ରସ୍ତୁତି ଦେଖି ଫାଶୀ ଖୁବ ଶୀଘ୍ର କାର୍ଯ୍ୟକାରୀ ହୋଇପାରେ। କେବଳ ଅଦାଲତଙ୍କ ଆଦେଶକୁ ଅପେକ୍ଷା। ନିର୍ଭୟା ଘଟଣାରେ ଜଡିତ 4 ଦୋଷୀଙ୍କୁ ସାଥିରେ ଫାଶୀ ଦିଆଯିବ।

ତିହାର ଜେଲରେ ପାଖାପାଖି 25 ଲକ୍ଷ ଟଙ୍କା ଖର୍ଚ୍ଚ କରି ଫାଶୀ ଦିଆଯିବା ସ୍ଥାନକୁ ପ୍ରସ୍ତୁତ କରାଯାଇଛି। ପୁରୁଣା ଫାଶୀ ସ୍ଥଳରେ ଏକାସାଥିରେ କେବଳ 2ଜଣଙ୍କୁ ଫାଶୀ ଦିଆଯିବାର ସୁବିଧା ଥିଲା। ମାତ୍ର ବର୍ତ୍ତମାନ ଏହାକୁ 4ଜଣଙ୍କ ପାଇଁ ନିର୍ମାଣ କରାଯାଇଛି। ଅଦାଲତର ରାୟ ଆସିବାପରେ ଜେଲ ପ୍ରଶାସନ ପକ୍ଷରୁ କୌଣସି ବିଳମ୍ବ କରାଯିବ ନାହିଁ।

ନିର୍ଭୟାଙ୍କ ମା'ଙ୍କ ଦ୍ବାରା ଦାଖଲ କରାଯାଇଥିବା ଯାଚିକାର ପଟିଆଲା ହାଉସ କୋର୍ଟ ଶୁଣାଣି କରିବା ସହ ଜାନୁଆରୀ 7ରେ ଅପରାଧୀଙ୍କ ଡେଥ୍ ୱାରେଣ୍ଟ ନେଇ ଶୁଣାଣି କରିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.