ETV Bharat / bharat

ନଭେମ୍ବର 11 ଯାଏଁ ଜେଲରେ ରହିବେ ନୀରବ - ନୀରବ ମୋଦି

ନୀରବ ମୋଦିଙ୍କ ବିଚାର ବିଭାଗୀୟ ହାଜତ ଅବଧି ପୁଣି ବଢିଲା । ନଭେମ୍ବର 11 ତାରିଖ ପର୍ଯ୍ୟନ୍ତ ବଢିଥିବା ଘୋଷଣା କଲେ ଲଣ୍ଡନ କୋର୍ଟ ।

ଫାଇଲ ଫଟୋ
author img

By

Published : Oct 17, 2019, 4:51 PM IST

ଲଣ୍ଡନ: ଆସନ୍ତା ନଭେମ୍ବର 11 ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ନୀରବ ମୋଦି । ଅବଧି ବଢିବା ନେଇ ଘୋଷଣା କଲେ ଲଣ୍ଡନ କୋର୍ଟ । ଅର୍ଥ ହେରଫେର ଏବଂ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ନୀରବ ।

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ହେଲେ ନୀରବ ମୋଦି । ଏହି ଦୁର୍ନୀତି ପଦାକୁ ଆସିବା ପରେ ଗତବର୍ଷ ଜାନୁଆରୀ ମାସରୁ ସେ ଦେଶ ଛାଡି ଫେରାର ହୋଇଯାଇଥିଲେ ।

ମାର୍ଚ୍ଚ 19 ତାରିଖରେ ସ୍କଟଲ୍ୟାଣ୍ଡ ୟାର୍ଡରୁ ନୀରବ ମୋଦିଙ୍କୁ ଗିରଫ କରାଯାଇଥିଲା । ଏହାପର ଠାରୁ ସେ ଭାରତ ଫେରିନାହାଁନ୍ତି । ମେ 2020ରେ ଏହି ମାମଲାରେ ଆଗାମୀ ଶୁଣାଣି ହେବା ନେଇ ସମ୍ଭାବନା ରହିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.