ETV Bharat / bharat

‘ଅନର କିଲିଂ’ ବିରୋଧରେ ରାଜସ୍ଥାନ ସରକାରଙ୍କ ନୂଆ ପ୍ରୟାସ - Honourkilling ବିଲ-2019

ରାଜସ୍ଥାନ ସରକାରଙ୍କ ନୂଆ ପଦକ୍ଷେପ । ‘ଅନର କିଲିଂ’ ରୋକିବା ପାଇଁ ବିଧାନସଭାରେ ନୂଆ ବିଲକୁ ପାରିତ କରାଯାଇଛି। ଏଭଳି ଅପରାଧ ଘଟାଇଲେ ହୋଇପାରେ ଆଜୀବନ କାରାଦଣ୍ଡ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 12, 2019, 10:20 AM IST

ହାଇଦ୍ରାବାଦ: ବଲିଉଡ ଫିଲ୍ମ ମୁଗଲେ-ଏ-ଆଜମ ସମସ୍ତେ ଦେଖିଥିବେ ନିଶ୍ଚିତ । ଏହି ଫିଲ୍ମର ‘ଜବ୍ ପ୍ୟାର କିୟା ତୋ ଡରନା କ୍ୟା’ ଗୀତ ସମସ୍ତଙ୍କର ମନେ ନିଶ୍ଚିତ ଥିବ । ଫିଲ୍ମରେ ସଲିମ ଓ ଅନାରକଲିର ପ୍ରେମ ଦେଖିବାକୁ ମିଳିଥିଲା ଏହାସହ ପ୍ରେମ ଶାସ୍ତି ସ୍ବରୂପ ଦୁହିଁଙ୍କୁ କାନ୍ଥରେ ଜୀବନ୍ତ ପୋତି ଦିଆଯାଇଥିଲା । ସେ ଯୁଗରେ ପ୍ରେମକୁ ଅପରାଧ ବୋଲି ଭାବୁଥିଲେ ଏପରିକି ବର୍ତ୍ତମାନ ମଧ୍ୟ କେତେକ ରାଜ୍ୟରେ ପ୍ରେମକୁ ଅପରାଧ ବୋଲି ହିଁ ଭାବୁଛନ୍ତି ।

ବର୍ତ୍ତମାନ ପ୍ରେମକୁ ସୁରକ୍ଷା ଦେବା ପାଇଁ ରାଜସ୍ଥାନ ସରକାର ନୂଆ ପ୍ରୟାସ କରିଛି । ‘ଅନର କିଲିଂ’ କୁ ରୋକିବା ପାଇଁ ରାଜସ୍ଥାନ ବିଧାନସଭାରେ ଏକ ବିଲ ଆଗତ କରିଛନ୍ତି । ଏହି ବିଲ ଅନ୍ତର୍ଗତ ଏଭଳି ଅପରାଧ ଘଟାଉ ଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବ । ତେବେ ଏହି ଖବରର ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି । ରାଜସ୍ଥାନ ପୋଲିସ ଟ୍ବିଟ କରି ଏହି ବିଷୟରେ ସଚେତନତା ବାର୍ତ୍ତା ଦେଇଛି।

Honourkilling ବିଲ-2019
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭାରତରେ ‘ଅନର କିଲିଂ’ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଲୋକ ଯେତେ ଆଧୁନିକତା ଆଡକୁ ଗତି କରୁଛନ୍ତି ସେତିକି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଅପରାଧ କରୁଛନ୍ତି । ତେବେ ରାଜସ୍ଥାନର ସଂସଦୀୟ ମନ୍ତ୍ରୀ ଶାନ୍ତି ଘରିବାଲା 30 ଜୁଲାଇରେ ‘ଅନର କିଲିଂ’ ବିଲ-2019 ଉପସ୍ଥାପନା କରିଥିଲେ । ଯାହାକୁ ବିଧାନସଭାରେ ପାସ୍ କରାଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.