ETV Bharat / bharat

ରୋଗ ପ୍ରତିରୋଧକ ଶକ୍ତି ବଢାଇବ ପଞ୍ଚାମୃତ

ଭଗବାନଙ୍କୁ ଉପାସନା କରିବା ପରେ ଘରକୁ ସୁଦ୍ଧି କରିବା ପାଇଁ ପଞ୍ଚାମୃତ ପାନ କରାଯାଏ । ତେବେ ଏହାର ନିୟମିତ ସେବନ ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୋଇପାରିବ । ଅଧିକ ପଢନ୍ତୁ..

ଆପଣଙ୍କ ଇମ୍ୟୁନିଟି ପାୱାର ବଢାଇବ ପଞ୍ଚାମୃତ
ଆପଣଙ୍କ ଇମ୍ୟୁନିଟି ପାୱାର ବଢାଇବ ପଞ୍ଚାମୃତ
author img

By

Published : Jun 24, 2020, 9:57 AM IST

ହାଇଦ୍ରାବାଦ: କୋରୋନା ସଂକ୍ରମଣକୁ ଏଡାଇବା ପାଇଁ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବର୍ତ୍ତମାନ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ପାଇଁ ଅନେକ ପଦ୍ଧତି ଗ୍ରହଣ କରାଯାଉଛି । ଆଜି ଆମେ ଆପଣଙ୍କୁ କୋରୋନା କବଳରୁ ନିଜକୁ ରୋକିବା ପାଇଁ ଏକ ଅତି ସହଜ ଉପାୟ କହିବାକୁ ଯାଉଛୁ |

ଦେଶ ତଥା ବିଶ୍ବରେ କୋରୋନା ସଂକ୍ରମଣର ମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ କୋରୋନା ସଂକ୍ରମଣ ମାମଲା ଚାରି ଲକ୍ଷ ଅତିକ୍ରମ କରିସାରିଛି । ପ୍ରତିଦିନ ହଜାର ହଜାର ନୂଆ ମାମଲା ସାମ୍ନାକୁ ଆସୁଛି । ଆଉ ଏପରି ସ୍ଥିତିରେ ନିଜ ସୁରକ୍ଷା ନିଜ ହାତରେ ।

ଭଗବାନଙ୍କୁ ଉପାସନା କରିବା ପରେ ଘରକୁ ସୁଦ୍ଧି କରିବା ପାଇଁ ପଞ୍ଚାମୃତ ପାନ କରାଯାଏ । ତେବେ ଏହାର ନିୟମିତ ସେବନ ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୋଇପାରିବ । ଯାହା ନିକଟରେ ହୋଇଥିବା ଏକ ଗବଷଣାରୁ ସାମ୍ନାକୁ ଆସିଛି । ତେବେ ପାଞ୍ଚଟି ପବିତ୍ର ଜିନିଷ ମିଶ୍ରଣରେ ଏହା ପ୍ରସ୍ତୁତ ହୋଇଥାଏ । କ୍ଷୀର, ଗୁଡ, ଘିଅ, ଚିନି, ମହୁ, ତୁଳସୀ ପତ୍ରରୁ ପ୍ରସ୍ତୁତ ଏହି ପଞ୍ଚାମୃତ ବର୍ତ୍ତମାନ ସମୟରେ ଶରୀର ପାଇଁ ଖୁବ୍ ଦରକାରି ।

ସକରାତ୍ମକ ଶକ୍ତି ଯୋଗାଇଥାଏ

ଇଶ୍ବରଙ୍କ ଉପାସନାରେ ବ୍ୟବହୃତ ପଞ୍ଚାମୃତଙ୍କର ଅନେକ ଧାର୍ମିକ ମହତ୍ତ୍ବ ରହିଛି । ଧାର୍ମିକ ବିଶ୍ବାସ ଅନୁଯାୟୀ, ଏହାକୁ ଖାଇବା ଦ୍ବାରା ବ୍ୟକ୍ତି ଭିତରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।

ସୁଖ, ଶାନ୍ତି ଏବଂ ସମୃଦ୍ଧିର ପ୍ରାପ୍ତି

ପବିତ୍ର ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ଏହାକୁ ଖାଇବା ଦ୍ବାରା ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ମିଳିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ

ପଞ୍ଚାମୃତ ଗ୍ରହଣ କରିବା ଶରୀର ପାଇଁ ଲାଭଦାୟକ ଅଟେ । ଅନେକ ବିଶେଷଜ୍ଞଙ୍କ ମତରେ, ପଞ୍ଚାମୃତର ପ୍ରତିଦିନ ସେବନ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିପାରେ ।

ଦୈନିକ ପଞ୍ଚାମୃତ ଗ୍ରହଣ କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ସେହିପରି ଏଥିରେ ବ୍ୟବହୃତ ତୁଳସୀ ପତ୍ର ମଧ୍ୟ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.