ETV Bharat / bharat

ଟାକ୍ସଫୋର୍ସ ଜାଲରେ ଟଙ୍କା ଚାଲାଣକାରୀ

48,00,200ଟଙ୍କା ସହ ତିନି ଜଣ ଚାଲାଣକାରୀଙ୍କୁ ଗିରଫ କରିଛି ଏସଟିଏଫ୍। ଧରାପଡିଥିବା ତିନିଜଣ ଅପରାଧୀ ହେଲେ ଭିପୁଲ କୁମାର ପଟେଲ, ଉପେନ୍ଦ୍ର କୁମାର ପଟେଲ ଏବଂ ପଟେଲ ଚେତନ କୁମାର।

author img

By

Published : Mar 27, 2019, 11:28 AM IST

ଫାଇଲ ଫଟୋ

ହାଇଦ୍ରାବାଦ: ହାଇଦ୍ରାବାଦର ଟାକ୍ସଫୋର୍ସକୁ ମିଳିଛି ବଡ ସଫଳତା। 48,00,200ଟଙ୍କା ସହ ତିନି ଜଣ ଚାଲାଣକାରୀଙ୍କୁ ଗିରଫ କରିଛି ଏସଟିଏଫ୍। ଗତ ମଙ୍ଗଳବାର ଷ୍ଟାର ହସ୍ପିଟାଲର ନିକଟରେ ଥିବା ବନଜାରା ହିଲ ନିକଟରୁ ଏହି ଚାଲାଣକାରୀ ଧରାପଡିଥିବା ସୂଚନା ମିଳିଛି।

ଧରାପଡିଥିବା ତିନିଜଣ ଅପରାଧୀ ହେଲେ ଭିପୁଲ କୁମାର ପଟେଲ, ଉପେନ୍ଦ୍ର କୁମାର ପଟେଲ ଏବଂ ପଟେଲ ଚେତନ କୁମାର। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅପରାଧୀମାନେ ବିନା ଆକାଉଣ୍ଟରେ ଲୋକମାନଙ୍କୁ 0.6% ନଗଦ ଟଙ୍କା ଯୋଗାଉଥିଲେ। ଏଥିସହ ସେମାନେ ପି.ଉମେଶ ଚନ୍ଦ୍ର କମ୍ପାନୀ ଏବଂ ମୁମ୍ବାଇ, ଅହମଦାବାଦ ଏବଂ ସୁରଟରେ ଥିବା କମ୍ପାନୀରୁ ଫୋନ୍ ଦ୍ବାରା ଅର୍ଡର ମଧ୍ୟ ନେଉଥିଲେ।

ସେପଟେ, ଘଟଣାର ଅଧିକ ଯାଞ୍ଚ ପାଇଁ ପୋଲିସ ଖୋଲତାଡ ଆରମ୍ଭ କରିଛି।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.