ETV Bharat / bharat

ନ୍ୟୁୟର୍କରେ ପିଏମ ମୋଦି, ୟୁଏନଜିଏ ସମ୍ମିଳନୀରେ ଦେବେ ଯୋଗ - ନ୍ୟୁୟର୍କରେ ମୋଦି

ହୋଷ୍ଟନ ପରେ ଏବେ ନ୍ୟୁୟର୍କରେ ପହଞ୍ଚିଛନ୍ତି ମୋଦି। ୟୁଏନଜିଏ ସମ୍ମିଳନୀରେ ଯୋଗ ଦେବେ ସେ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 23, 2019, 11:33 AM IST

Updated : Sep 23, 2019, 12:09 PM IST

ନ୍ୟୁୟର୍କ: ହୋଷ୍ଟନରେ ଆୟୋଜିତ ହୋଇଥିବା ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପରେ ଏବେ ନ୍ୟୁୟର୍କରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ଆୟୋଜିତ ହୋଇଥିବା ୟୁଏନଜିଏ ସମ୍ମିଳନୀରେ ଯୋଗ ଦେବେ ସେ।

ଭିଡିଓ ସୌଜନ୍ୟ: ଏଏନଆଇ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ପ୍ରଥମ ବ୍ୟକ୍ତି ଯିଏ କି, ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜସିଣ୍ଡା ଅର୍ଡନ, ଜର୍ମାନ ଚାନସେଲର ଆଞ୍ଜେଲା ମୋର୍କେଲଙ୍କ ସହ ଏହି କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ।

ଗତ ରବିବାର ପ୍ରଧାନମନ୍ତ୍ରୀ ମୋଦି ନ୍ୟୁୟର୍କ ପାଇଁ ଯାତ୍ରା ଆରମ୍ଭ କରିଥିବା ନେଇ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ରବୀଶ କୁମାର ଟ୍ବିଟ୍ କରି ଜଣାଇଛନ୍ତି । ତେବେ ନ୍ୟୁୟର୍କରେ ଆୟୋଜିତ ହୋଇଥିବା ୟୁଏନଜିଏ ସମ୍ମିଳନୀରେ ପ୍ରାୟ 63ରୁ ଅଧିକ ଦେଶକୁ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି । ଜଳବାୟୁ ପରିବର୍ତ୍ତନ ନେଇ ଏହି ସମ୍ମିଳନୀରେ ଆଲୋଚନା ହେବ । ଏହାପରେ ପ୍ରଥମ ଥର ପାଇଁ ପିଏମ ମୋଦି ଏଥିରେ ସମ୍ବୋଧନ କରିବେ ।

Intro:Body:

BLANK FOR LINK 

Conclusion:
Last Updated : Sep 23, 2019, 12:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.