ETV Bharat / bharat

ପୁଅ ଜନ୍ମ ହେଲାନି ବୋଲି ସ୍ତ୍ରୀକୁ ତିନି ତଲାକ ଦେଲା ସ୍ବାମୀ

author img

By

Published : Nov 19, 2019, 11:07 AM IST

ପୁଅ ଜନ୍ମ ହେଲାନି ବୋଲି ସ୍ତ୍ରୀକୁ ତିନି ତଲାକ ଦେଲା ସ୍ବାମୀ । ହାଇଦ୍ରାବାଦରୁ ଆସିଛି ଏଭଳି ଖବର। ଆଗକୁ ପଢନ୍ତୁ...

ଫଟୋ ସୌଜନ୍ୟ:ଏଏନଆଇ

ହାଇଦ୍ରାବାଦ: ପୁଅ ଜନ୍ମ ନଦେବା ନେଇ ହାଇଦ୍ରାବଦରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ପୁଅ ଜନ୍ମ ନହେବାରୁ ସ୍ତ୍ରୀକୁ ଟ୍ରିପଲ ତଲାକ ଦେଇଛି ସ୍ବାମୀ । କେବଳ ଏତିକି ନୁହେଁ ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ବିବାହ କରିଛନ୍ତି ହାଇଦ୍ରାବଦର ଜଣେ ବ୍ୟକ୍ତି ।

ହାଇଦ୍ରାବାଦର ମେହରାଜ ବେଗମ ନାମକ ଜଣେ ମହିଳା ଆଣିଛନ୍ତି ଏପରି ଅଭିଯୋଗ। ପୁଅ ଜନ୍ମରେ ଖୁସି ନଥିଲେ ସ୍ବାମୀ। ଫଳରେ ସେ ଦେଇଛନ୍ତି ତଲାକ। ଆଉ ଅନ୍ୟଜଣେ ମହିଳାଙ୍କୁ ବିବାହ କରିଛନ୍ତି ସେ। ତେବେ ଏଭଳି ସ୍ଥିତିରେ ଏକାକୀ କିପରି ପିଲାର ପୋଷଣ କରିବେ ଏନେଇ ଚିନ୍ତାରେ ମେହରାଜ।

ସ୍ବାମୀଙ୍କ ଏପରି ବ୍ୟବହାର ପାଇଁ ତାଙ୍କୁ ଉଚିତ ଦଣ୍ଡ ସହ ନ୍ୟାୟ ଦାବି କରିଛନ୍ତି ପୀଡିତା ମେହରାଜ। ପୋଲିସ ଅଭିଯୋଗ ଭିତ୍ତିରେ ତଦନ୍ତ ଆରମ୍ଭ କରିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.