ETV Bharat / bharat

ଦସ୍ତାବିଜ ସ୍କାନ୍ ପାଇଁ ସ୍ବଦେଶୀ ଆପ୍‌ ଲଞ୍ଚ କଲେ ମମତା ବାନାର୍ଜୀ - ସେଲ୍ଫ ସ୍କାନ୍

କେନ୍ଦ୍ର ସରକାର ନିକଟରେ 59 ଟି ଚୀନ ମୋବାଇଲ୍ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାର କିଛି ଦିନ ପରେ ମମତା ସରକାରଙ୍କ 'ସେଲ୍ଫ ସ୍କାନ୍' ଆପ୍ ଲଞ୍ଚ କରିଛନ୍ତି ।

ମମତା ବାନାର୍ଜୀ
ମମତା ବାନାର୍ଜୀ
author img

By

Published : Jul 6, 2020, 6:18 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଏକ ମୋବାଇଲ୍ ଆପ୍ଲିକେସନ୍ ଲଞ୍ଚ କରିଛନ୍ତି । ଏହି ଆପ୍‌ ଦସ୍ତାବିଜ ସ୍କାନ୍ କରିବାର କାର୍ଯ୍ୟ କରିବ। ଏହାକୁ ରାଜ୍ୟସ୍ତରୀୟ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ବାରା ବିକଶିତ କରାଯାଇଛି । ତେବେ ଏହା ଦେଶପ୍ରେମକୁ ପ୍ରତିଫଳିତ କରୁଛି ବୋଲି ମମତା ବାନାର୍ଜୀ କହିଛନ୍ତି ।

ତେବେ କେନ୍ଦ୍ର ସରକାର ନିକଟରେ 59 ଟି ଚୀନ ମୋବାଇଲ୍ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାର କିଛି ଦିନ ପରେ ମମତା ସରକାରଙ୍କ 'ସେଲ୍ଫ ସ୍କାନ୍' ଆପ୍ ଲଞ୍ଚ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ମୁଁ ସର୍ବଦା ନିଜ ଦେଶରେ ପ୍ରସ୍ତୁତ ଏକ ଆପ୍ ବ୍ୟବହାର କରିବାକୁ ଚାହେଁ । ଏହା ଦେଶପ୍ରେମକୁ ପ୍ରତିଫଳିତ କରିଥାଏ । ପଶ୍ଚିମବଙ୍ଗ ଆଜି ଯାହା ଭାବୁଛି ଆସନ୍ତାକାଲି ପୁରା ବିଶ୍ବ ସେପରି ଭାବିବ ବୋଲି ବାନାର୍ଜୀ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.