ETV Bharat / bharat

କୋରୋନା ପଞ୍ଝାରେ କର୍ଣ୍ଣାଟକ ପଞ୍ଚାୟତରାଜ ମନ୍ତ୍ରୀ

author img

By

Published : Sep 2, 2020, 12:17 PM IST

କର୍ଣ୍ଣାଟକର ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜର ମନ୍ତ୍ରୀ କୋରୋନା ପଜିଟିଭ । ଚିକିତ୍ସା ପାଇଁ ଘରୋଇ ହସପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ....

Karnataka minister Eshwarappa tests Covid positive
କୋରୋନା ପଞ୍ଝାରେ କର୍ଣ୍ଣାଟକ ପଞ୍ଚାୟତରାଜ ମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜର ମନ୍ତ୍ରୀ କୋରୋନା ପଜିଟିଭ । ମନ୍ତ୍ରୀ କେଏସ.ଇଶ୍ବରପ୍ପା କୋରୋନା ସଂକ୍ରମିତ ହେବା ପରେ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ଦିନ ହେବ ତାଙ୍କ ଠାରେ କୋଭିଡର ଲକ୍ଷଣ ଦେଖାଦେଇଥିଲା । ପରେ ସେ ଏନେଇ କୋରୋନା ପରୀକ୍ଷା କରିଥିଲେ। ଯାହାର ରିପୋର୍ଟ ପଜିଟିଭ ଆସିଥିଲା । ଏନେଇ ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

କର୍ଣ୍ଣାଟକର ଶିବମୋଗା ନିର୍ବାଚନ ମଣ୍ତଳୀରୁ ବିଧାୟକ ଅଛନ୍ତି ଇଶ୍ବରପ୍ପା । ଖୁବ ଶିଘ୍ର ଆରୋଗ୍ୟ ହୋଇ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଓ ମେଡିକାଲ ଶିକ୍ଷା ମନ୍ତ୍ରୀ କେ.ସୁଧାକର କାମନା କରିଛନ୍ତି ।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.