ETV Bharat / bharat

ମାଙ୍ଗାଲୋର ବିମାନ ବନ୍ଦରରେ IED ରଖିବା ଘଟଣା, 10ଦିନିଆ ରିମାଣ୍ଡରେ ଆଦିତ୍ୟ - accused Aditya Rao

ମାଙ୍ଗାଲୋର ବିମାନ ବନ୍ଦରରେ ଆଇଡି ରଖିଥିବା ଘଟଣାରେ ଅଭିଯୁକ୍ତ ଆଦିତ୍ୟ ରାଓକୁ 10 ଦିନିଆ ପୋଲିସ ରିମାଣ୍ଡରେ ପଠାଇଲେ ମାଙ୍ଗାଲୋର କୋର୍ଟ । ଅଧିକ ପଢନ୍ତୁ...

ମାଙ୍ଗାଲୁରୁ ବିମାନ ବନ୍ଦରରେ ବୋମା ରଖିଥିବା ଅଭିଯୁକ୍ତକୁ 10 ଦିନ ପୋଲିସ ରିମାଣ୍ଡରେ ପଠାଇଲେ କୋର୍ଟ

author img

By

Published : Jan 23, 2020, 6:23 PM IST

ବେଙ୍ଗାଲୁରୁ: ମାଙ୍ଗାଲୋର ବିମାନ ବନ୍ଦରରେ ଆଇଡି (ବିସ୍ଫୋରକ ସାମଗ୍ରୀ) ଭର୍ତ୍ତି ବ୍ୟାଗ ରଖିବା ଘଟଣାରେ ଅଭିଯୁକ୍ତ ଆଦିତ୍ୟ ରାଓକୁ ପୋଲିସ ରିମାଣ୍ଡରେ ପଠାଯାଇଛି । ଆଦିତ୍ୟକୁ 10 ଦିନ ପୋଲିସ ରିମାଣ୍ଡରେ ପଠାଇଛନ୍ତି ମାଙ୍ଗାଲୋର କୋର୍ଟ । ମାଙ୍ଗାଲୋର ବିମାନ ବନ୍ଦରରେ ଆଇଇଡି ରଖିଥିବା ଆତ୍ମସମର୍ପଣ ପରେ ଖୋଦ ଆଦିତ୍ୟ ସ୍ବୀକାର କରିଛନ୍ତି ।

କିଛି ଦିନ ପୂର୍ବରୁ ମାଙ୍ଗାଲୋର ବିମାନ ବନ୍ଦର ଟିକେଟ କାଉଣ୍ଟର ପାଖରୁ ଏକ ସନ୍ଦିଗ୍ଧ ବ୍ୟାଗ ମିଳିଥିଲା । ଯାଞ୍ଚ ପରେ ଏହି ବ୍ୟାଗରେ ବିସ୍ଫୋରକ ସାମଗ୍ରୀ ଥିବା ଜଣାପଡିଥିଲା । ବିମାନ ବନ୍ଦରରୁ ଆଇଡି ଭର୍ତ୍ତି ବ୍ୟାଗ ମିଳିବା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ତେବେ ପରେ ଏହି ବିସ୍ଫୋରକ ଭର୍ତ୍ତି ବ୍ୟାଗ ରଖିଥିବା ଆଦିତ୍ୟ ରାଓ ବେଙ୍ଗାଲୁରୁ ପୋଲିସ ଆଗରେ ଆତ୍ମସମର୍ପଣ କରି ସ୍ବୀକାର କରିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.