ETV Bharat / bharat

UPSC ଓ IAS ପରୀକ୍ଷାରେ ଜେଏନୟୁ ଛାତ୍ରଙ୍କ ଦବଦବା - ପରୀକ୍ଷାରେ ଜେଏନୟୁ ଛାତ୍ରଙ୍କ ଦବଦବା

ବିବାଦରେ ଥିବା ଜେଏନୟୁ ଛାତ୍ର ଏବେ ପାଠପଢା କ୍ଷେତ୍ରରେ ଦେଖାଇଛନ୍ତି ନିଜର ଦବଦବା। ଚଳିତ ବର୍ଷର UPSC ଓ IAS ପରୀକ୍ଷାର 32ଟି ସିଟ୍ ମଧ୍ୟରୁ ଜେଏନୟୁ ଛାତ୍ରଛାତ୍ରୀ 18ଟି ସିଟ ଦଖଲ କରିନେଇଛନ୍ତି। ଅଧିକ ଖବର ପଢନ୍ତୁ...

jnu student
ୟୁପିଏସି ଓ ଆଇଇଏସ ପରୀକ୍ଷାରେ ଜେଏନୟୁ ଛାତ୍ରଙ୍କ ଦବଦବା
author img

By

Published : Jan 13, 2020, 10:09 AM IST

Updated : Jan 13, 2020, 10:16 AM IST

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଅଶାନ୍ତ ହୋଇଉଠିଛି ଜେଏନୟୁ ପରିସର। ବିଭିନ୍ନ ସମୟରେ ଅନେକ ଘଟଣାକୁ ନେଇ ଏଠାରେ ଦେଖାଦେଉଛି ବାଦବିବାଦ ଓ ବିଦ୍ରୋହ। ଯାହାକୁ ଦେଖି ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ଆସୁଛି ଏଠାରେ ଛାତ୍ରଛାତ୍ରୀ ପାଠପଢା କମ ରାଜନୀତି କରିବାକୁ ଆସିଛନ୍ତି। ତେବେ ଏଭଳି ଏକ ଘଡି ସନ୍ଧି ମୂହୁର୍ତ୍ତରେ ପୁନର୍ବାର ଜେଏନୟୁ ଛାତ୍ରଛାତ୍ରୀ ପଢା କ୍ଷେତ୍ରରେ ନିଜର ଦବଦବା ଦେଖାଇଛନ୍ତି। ସେଥିମଧ୍ୟରୁ ଚଳିତ ବର୍ଷର ୟୁପିଏସସି ଓ ଆଇଏସ ପରୀକ୍ଷାର 32ଟି ସିଟ୍ ମଧ୍ୟରୁ ଜେଏନୟୁ ଛାତ୍ରଛାତ୍ରୀ 18ଟି ସିଟ ଦଖଲ କରିନେଇଛନ୍ତି।

ୟୁପିଏସି ଓ ଆଇଇଏସ ପରୀକ୍ଷାରେ ଜେଏନୟୁ ଛାତ୍ରଙ୍କ ଦବଦବା

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ(ଜେଏନୟୁ) ପରିସରରେ ଗତ କିଛିଦିନ ଭିତରେ ଲଗାତାର ବିରୋଧ ପ୍ରଦର୍ଶନ ଚାଲିଛି। ଯେଉଁଥିରେ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହେଉଛି। କେବଳ ସେତିକି ନୁହେଁ ଜେଏନୟୁରେ ଦିଆଯାଉଥିବା ଶିକ୍ଷା ଉପରେ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି।

ଗତ ରବିବାର ଜେଏନୟୁ ଛାତ୍ରଛାତ୍ରୀଙ୍କ ଉପରେ କିଛି ଅଜଣା ଲୋକ ମୁଖା ପିନ୍ଧି ଆକ୍ରମଣ କରିଥିଲେ। ଏଥିରେ ଛାତ୍ର ପରିଷଦର ସଭାପତି ଆଇଶୀ ଘୋଷଙ୍କ ସମେତ ଅନେକ ଆହତ ହୋଇଥିଲେ । ତେବେ ଏହାକୁ ବିରୋଧ କରି ଏକାଠି ହୋଇଛି ସାରା ଦେଶ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହାକୁ ନିନ୍ଦା କରିଥିଲେ। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଚାଲିଛି ଆନ୍ଦୋଳନ ଓ ବିକ୍ଷୋଭ।

Intro:Body:

blank

Conclusion:
Last Updated : Jan 13, 2020, 10:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.