ETV Bharat / bharat

ପୁଞ୍ଚରେ ପୁଣିଥରେ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ - ceasefire

ଜମ୍ମୁ-କାଶ୍ମୀରରେ ପୁଣି ଅସ୍ତ୍ରବିରତି ଉଲଙ୍ଘନ । ପୁଞ୍ଚର ସାୱଜିଆନ ସେକ୍ଟରରେ ଲାଇନ ଅଫ କଣ୍ଟ୍ରୋଲକୁ ପାର କରି ପାକିସ୍ତାନୀ ସେନା ମୋର୍ଟାର ମାଡ କରିଛନ୍ତି ।

ଫାଇଲ ଫଟୋ
author img

By

Published : Apr 12, 2019, 2:00 PM IST

Updated : Apr 12, 2019, 3:06 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଅସ୍ତ୍ରବିରତି ଉଲଂଘନ କଲା ପାକିସ୍ତାନ । ପୁଞ୍ଚ ଜିଲ୍ଲାକୁ ଟାର୍ଗେଟ କରି ପାକିସ୍ତାନ ପକ୍ଷରୁ ଗୁଳିଗୋଳା ବର୍ଷଣ କରାଯାଇଥିଲା । ଯାହାର କଡା ଜବାବ ଦେଇଛି ଭାରତୀୟ ସେନା । ଶୁକ୍ରବାର ସକାଳ ପ୍ରାୟ 8ଟା ସମୟରେ ପୁଞ୍ଚର ସାୱଜିଆନ ସେକ୍ଟରରେ ଲାଇନ ଅଫ କଣ୍ଟ୍ରୋଲକୁ ଅତିକ୍ରମ କରି ପାକିସ୍ତାନୀ ସେନା ମୋର୍ଟାର ମାଡ କରିଥିଲେ । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

  • Jammu and Kashmir: Pakistan violated ceasefire in Sawjian sector of Poonch district at about 0830 hours today by resorting to shelling with mortars & firing of small arms along LoC. Indian Army is retaliating.

    — ANI (@ANI) April 12, 2019 " class="align-text-top noRightClick twitterSection" data=" ">

ସୂଚନା ଯୋଗ୍ୟ, ଜମ୍ମୁ-କାଶ୍ମୀରର ପୁଲୱାମାରେ ଗତ 14 ଫେବୃଆରୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶର ସୀମାରେ ତିକ୍ତତା ବୃଦ୍ଧି ପାଇଛି । ପାକିସ୍ତାନୀ ସେନା ଲଗାତାର ସୀମାରେ ଅସ୍ତ୍ରବିରତି ଉଲଂଘନ କରୁଛନ୍ତି ।

Intro:Body:Conclusion:
Last Updated : Apr 12, 2019, 3:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.