ETV Bharat / bharat

ମାନକୋଟ୍ ସୀମାରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ - କାଶ୍ମୀରର ମାନକୋଟ ସେକ୍ଟର

ରବିବାର ସକାଳୁ କାଶ୍ମୀରର ମାନକୋଟ ସେକ୍ଟରର ପୁଞ୍ଜ ଜିଲ୍ଲାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଲଓସିରେ ପାକ୍ ପଟୁ ଗୁଳିଗୋଳା ମାଡ ସହ ଛୋଟ ଛୋଟ ମୋର୍ଟାର ମାଡ ହୋଇଥିଲା।

ମାନକୋଟ୍ ସୀମାରେ ପାକ୍ ର ଅସ୍ତ୍ରବୀରତି ଉଲ୍ଲଙ୍ଘନ

author img

By

Published : Aug 9, 2020, 8:06 AM IST

ଶ୍ରୀନଗର: ସୁଧୁରୁନି ପାକିସ୍ତାନ। ଘନଘନ କରୁଛି ଗୁଳି ଗୋଳା ବର୍ଷଣ। ବାରମ୍ବାର ତାଗିଦ୍ ସତ୍ତ୍ବେ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ରବିବାର ସକାଳୁ କାଶ୍ମୀରର ମାନକୋଟ ସେକ୍ଟରର ପୁଞ୍ଜ ଜିଲ୍ଲାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ତେବେ ଏଲଓସିରେ ପାକ୍ ଗୁଳିଗୋଳା ମାଡ କରିବା ସହ ଛୋଟ ମୋର୍ଟାର ମାଡ କରିଥିଲା। ଏହି ଘଟଣା ସକାଳ ପାଖାପାଖି 6.45ରେ ହୋଇଥିବା ଭାରତୀୟ ସେନା ସୂତ୍ରରୁ ପ୍ରକାଶ କରାଯାଇଛି। ଘଟଣାକୁ ନେଇ ସମସ୍ତ ସୂଚନା ମିଳିନଥିବା ବେଳେ ଭାରତୀୟ ସେନା ଅପରେସନ ଜାରି ରଖିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.