ETV Bharat / bharat

ଭାରତ ବିରୋଧରେ ଷଡଯନ୍ତ୍ର: ମାସୁଦ ଅଜହରକୁ ଜେଲରୁ ମୁକୁଳାଇଲା ପାକ୍‌ !

author img

By

Published : Sep 9, 2019, 11:25 AM IST

ଦେଶରେ ଆତଙ୍କବାଦୀ ଗତିବିଧିର ସଞ୍ଚାଳନା କରିବା ପାଇଁ ପାକିସ୍ତାନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହରକୁ ସମେତ କେତେକ କୁଖ୍ୟାତ ଆତଙ୍କବାଦୀକୁ ଚୁପଚାପ ଜେଲରୁ ମୁକୁଳାଇଥିବା ଗୁଇନ୍ଦା ସୂଚନା ମିଳିଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତ ବିରୋଧରେ ବଡ ଧରଣର ଷଡଯନ୍ତ୍ର ରଚୁଛି ପାକିସ୍ତାନ । ଦେଶରେ ଆତଙ୍କବାଦୀ ଗତିବିଧିର ସଞ୍ଚାଳନା କରିବା ପାଇଁ ପାକିସ୍ତାନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହରକୁ ସମେତ କେତେକ କୁଖ୍ୟାତ ଆତଙ୍କବାଦୀକୁ ଚୁପଚାପ ଜେଲରୁ ମୁକୁଳାଇଥିବା ଗୁଇନ୍ଦା ସୂଚନା ମିଳିଛି । ପାକିସ୍ତାନ ଏନେଇ ରାଜସ୍ଥାନର ଅନ୍ତରାଷ୍ଟ୍ରୀୟ ସୀମାରେ ଅତିରିକ୍ତ ସୁରକ୍ଷାବଳକୁ ମଧ୍ୟ ନିୟୋଜିତ କରିଥିବା ଜଣା ପଡିଛି । ତେବେ ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସରକାରକୁ ହାଇ ଆଲର୍ଟ ରହିବାକୁ କୁହାଯାଇଛି ।

ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ସିୟାଲକୋଟ-ଜମ୍ମୁ ଏବଂ ରାଜସ୍ଥାନର ସେକ୍ଟରରେ ବଡ ଧରଣର ଆକ୍ରମଣ ଯୋଜନା କରୁଛି । ଏହି ଯୋଜନାକୁ ସଫଳ କରିବା ଲକ୍ଷ୍ୟରେ ହିଁ ପାକିସ୍ତାନ ରାଜସ୍ଥାନ ସୀମାରେ ଅତିରିକ୍ତ ସୁରକ୍ଷାବଳକୁ ନିୟୋଜିତ କରିଛି ।

ସେପଟେ ଗୁଇନ୍ଦା ବିଭାଗର ସୂଚନା ଆଧାରରେ ସୀମା ସୁରକ୍ଷାକର୍ମୀ ଏବଂ ଜମ୍ମୁ-ରାଜସ୍ଥାନରେ ନିୟୋଜିତ ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ପାକିସ୍ତାନ ସେନାର ଯେକୌଣସି କାର୍ଯ୍ୟକଳାପକୁ ଅଣଦେଖା ନକରିବାକୁ ସେମାନଙ୍କୁ କୁହାଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.