ETV Bharat / bharat

ଦେଶରେ କୋରୋନା ସ୍ଥିତି ଅଣାୟତ, ଗୋଟିଏ ଦିନରେ 94372 ଆକ୍ରାନ୍ତ ଚିହ୍ନଟ

24 ଘଣ୍ଟାରେ ଦେଶରେ 94 ହଜାର 372 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1114 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 47 ଲକ୍ଷ 54 ହଜାର 357ରେ ପହଞ୍ଚିଛି ।

ଗୋଟିଏ ଦିନରେ ଦେଶରୁ 94372 ଆକ୍ରାନ୍ତ ଚିହ୍ନଟ
ଗୋଟିଏ ଦିନରେ ଦେଶରୁ 94372 ଆକ୍ରାନ୍ତ ଚିହ୍ନଟ
author img

By

Published : Sep 13, 2020, 10:23 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଦିନକୁ ଦିନ ବିଗିଡିବାକୁ ଲାଗିଲାଣି । ବର୍ତ୍ତମାନ ପ୍ରତ୍ୟେକ ଦିନ ଦେଶରୁ ପାଖାପାଖି 1 ଲକ୍ଷ ନୂଆ କୋରୋନା ମାମଲା ଚିହ୍ନଟ ହେଉଛନ୍ତି । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 94 ହଜାର 372 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1114 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 47 ଲକ୍ଷ 54 ହଜାର 357ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 37 ଲକ୍ଷ 02 ହଜାର 596 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 9 ଲକ୍ଷ 73 ହଜାର 175 ଆକ୍ରାନ୍ତ ଏବେବି ଦେଶର ବିଭିନ୍ନ ମେଡିକାଲ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ ଦେଶରେ ମାରାତ୍ମକ ଭାଇରସ କାରଣରୁ 78 ହଜାର 586 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.