ETV Bharat / bharat

ଆସନ୍ତା 2 ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା - ଦେଶର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଦିଲ୍ଲୀ ହରିୟାଣା ଓ ଉତ୍ତରପ୍ରଦେଶର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଅନୁମାନ କରିଛି । ଅଧିକ ପଢନ୍ତୁ...

ଆସନ୍ତା 2 ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

author img

By

Published : Aug 17, 2020, 4:23 PM IST

ନୂଆଦିଲ୍ଲୀ: ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଦିଲ୍ଲୀ ହରିୟାଣା ଓ ଉତ୍ତରପ୍ରଦେଶର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଅନୁମାନ କରିଛି ।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ୨ ଘଣ୍ଟା ମଧ୍ୟରେ ଦିଲ୍ଲୀ ସମେତ ସୋନିପାଟ, ପାନିପାଟ, ଜିନ୍ଦ, ହିସାର, କର୍ଣ୍ଣଲ, ରୋହତକ, ବାରାଉତ, ମୋଦିନଗର, ଖାତାଉଲି, ଔରଙ୍ଗାବାଦ ଓ ସାହସୱାନର ବିଭିନ୍ନ ଅଞ୍ଚଳରେ ବଜ୍ରପାତ ସହ ବର୍ଷା ହେବ ।

ଏହା ସହ ଉତ୍ତର ଛତିଶଗଡ, ପୂର୍ବ ମଧ୍ୟପ୍ରଦେଶ, ପଶ୍ଚିମ ମଧ୍ୟପ୍ରଦେଶର କିଛି ଅଞ୍ଚଳ, ରାଜସ୍ଥାନ, ଦକ୍ଷିଣ ଗୁଜୁରାଟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଫ୍ଲାସ୍ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଆଇଏମଡି ସତର୍କତା ଜାରି କରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.