ETV Bharat / bharat

କୋରୋନା ଡରରେ ଦମ୍ପତିଙ୍କ ଆତ୍ମହତ୍ୟା

ହାଇଦ୍ରାବାଦରେ ଏକ ବୃଦ୍ଧ ଦମ୍ପତି କୋରୋନା ଡରରେ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛନ୍ତି ।

author img

By

Published : Aug 2, 2020, 11:07 AM IST

sucide
କୋରୋନା ଡରରେ ଦମ୍ପତିଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ: କୋରୋନା ଡରରେ ଦମ୍ପତିଙ୍କ ଆତ୍ମହତ୍ୟା । ହାଇଦ୍ରାବାଦରେ ଏକ ବୃଦ୍ଧ ଦମ୍ପତି କୋରୋନା ଡରରେ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ବୃଦ୍ଧ ଦମ୍ପତି ଅସୁସ୍ଥ ଥିଲେ । କିନ୍ତୁ ସେମାନେ ଭାବିଥିଲେ ଯେ ସେମାନେ କୋରୋନା ସଂକ୍ରମିତ ହୋଇଛନ୍ତି ।

ଏଥିସହ ସେମାନଙ୍କୁ ଭୟ ଥିଲା ଯେ ସେମାନଙ୍କ ପିଲା ଏବଂ ନାତିନାତୁଣୀମାନେ ମଧ୍ୟ ଏହି ରୋଗରେ ପୀଡିତ ହେବେ । ଏଣୁ ସେମାନେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.