ETV Bharat / bharat

କୃଷ୍ଣ ଜନ୍ମଭୂମି ମାମଲା ଗ୍ରହଣ କରିବାକୁ ମନାକଲେ ମଥୁରା କୋର୍ଟ

author img

By

Published : Sep 30, 2020, 6:25 PM IST

କୃଷ୍ଣ ଜନ୍ମଭୂମି ଉପରେ ଦାଏର ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ମଥୁରା ସିଭଲ କୋର୍ଟ। 1968 ମସିହାରେ ହୋଇଥିବା ବେଆଇନ ଚୁକ୍ତିନାମା ଅନୁଯାୟୀ ଭଗବାନ କୃଷ୍ଣଙ୍କ ପ୍ରକୃତ ଜନ୍ମସ୍ଥାନ ମସଜିଦକୁ ପ୍ରଦାନ କରାଯାଇଥିବା ନେଇ ଦାଏର ହୋଇଥିଲା ଯାଚିକା । ଅଧିକ ପଢନ୍ତୁ...

କୃଷ୍ଣ ଜନ୍ମଭୂମି ମାମଲା ଗ୍ରହଣ କରିବାକୁ ମନାକଲେ ମଥୁରା କୋର୍ଟ
କୃଷ୍ଣ ଜନ୍ମଭୂମି ମାମଲା ଗ୍ରହଣ କରିବାକୁ ମନାକଲେ ମଥୁରା କୋର୍ଟ

ମଥୁରା: କୃଷ୍ଣ ଜନ୍ମଭୂମି ଉପରେ ଦାଏର ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ମଥୁରା ସିଭିଲ କୋର୍ଟ। ଶୁଣାଣି ପାଇଁ ଆବେଦନ ଗ୍ରହଣ କରିବାକୁ ପର୍ଯ୍ୟାପ୍ତ କାରଣ ନଥିବା ଦର୍ଶାଇ କୋର୍ଟ ଏହି ଯାଚିକା ଖାରଜ କରିଛନ୍ତି। ଏହି ଆବେଦନରେ କୁହାଯାଇଥିଲା ଯେ 1968 ମସିହାରେ ହୋଇଥିବା ବେଆଇନ ଚୁକ୍ତିନାମା ଅନୁଯାୟୀ ଭଗବାନ କୃଷ୍ଣଙ୍କ ପ୍ରକୃତ ଜନ୍ମସ୍ଥାନ ମସଜିଦକୁ ପ୍ରଦାନ କରାଯାଇଥିଲା ।

ଅଦାଲତ କହିଛନ୍ତି ଯେ 1991 ର ପ୍ଲେସ୍ ଅଫ ୱର୍ସିପ ଅଧିନିୟମ ଅନୁଯାୟୀ, ମନ୍ଦିରର ସ୍ଥିତି ବଜାୟ ରହିବ। କେବଳ ଅଯୋଧ୍ୟା ମାମଲାରେ ଏହି ନିୟମକୁ ବାଦ ଦିଆଯାଇଥିଲା।

ବରିଷ୍ଠ ଆଇନଜୀବୀ ହରିଶଙ୍କର ଜୈନ ଏବଂ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ ସେମାନେ ଏହି ମାମଲାରେ ଭାରତୀୟ ଦଣ୍ଡବିଧି ସଂହିତା 16 ଏବଂ 20କୁ କୋର୍ଟଙ୍କ ନିକଟରେ ଦର୍ଶାଇଛନ୍ତି। ପ୍ରତ୍ୟେକ ଭାରତୀୟ ନାଗରିକ ଯେକୌଣସି ଜିଲ୍ଲାରେ ଯେକୌଣସି ସ୍ଥାନରେ ଅଭିଯୋଗ କରିବାର ଅଧିକାର ପାଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.