ETV Bharat / bharat

କେବେ ଖାଇଛନ୍ତି କି ଗୁଲାବ ଜାମୁନ୍ ପିଜ୍ଜା? - କୁର୍‌କୁରେ ମିଲ୍କସେକ୍

ନିକଟରେ ଏମିତି କିଛି ଖାଇବା ଇଣ୍ଟରନେଟରେ ଭାଇରାଲ ହେଉଛି ଯାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରାଇବ । ଅଧିକ ପଢନ୍ତୁ...

କେବେ ଖାଇଛନ୍ତି କି ଗୁଲାବ ଜାମୁନ୍ ପିଜ୍ଜା?
author img

By

Published : Nov 22, 2019, 4:33 AM IST

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଇଣ୍ଟରନେଟ ଏକ ଏପରି ମାଧ୍ୟମ ହୋଇସାରିଛି ଯେଉଁଠି ଆପଣ ସାରା ଦୁନିଆର ଖବର ବିଷୟରେ ଖୁବ୍ ସହଜରେ ଜାଣିପାରିବେ । ଏତତ୍ ବ୍ୟତତି ଆପଣ ଦୁନିଆର ଅନେକ ଆଶ୍ଚର୍ଯ୍ୟପୂର୍ଣ୍ଣ ଘଟଣା ମଧ୍ୟ ଇଣ୍ଟରନେଟ ମାଧ୍ୟମରେ ଜାଣିପାରିବେ । ତେବେ ନିକଟରେ ଖାଦ୍ୟକୁ ନେଇ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହେବେ ।

ଭାରତ ବର୍ଷରେ ଏମିତି କିଛି ସ୍ଥାନ ରହିଛି ଯେଉଁଠି ଲୋକେ କିଛି ନା କିଛି ଅଲଗା କରି ସାରା ଦୁନିଆକୁ ଜଣାଇଥାନ୍ତି । କିନ୍ତୁ ଯେବେ କଥା ଭାରତର ବ୍ୟଞ୍ଜନକୁ ନେଇ ଆସେ ସେତେବେଳେ ସମସ୍ତେ ଏହାର ଦିୱାନା ହୋଇଯାଆନ୍ତି । କାରଣ ଏହାର କଥା ହିଁ ନିଆରା । କିନ୍ତୁ ନିକଟରେ ଏମିତି କିଛି ଖାଇବା ଇଣ୍ଟରନେଟରେ ଭାଇରାଲ ହେଉଛି ଯାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରାଇବ ।

gulab jamun pizza and kurkure milkshake weird recipes trending in india
କେବେ ଖାଇଛନ୍ତି କି ଗୁଲାବ ଜାମୁନ୍ ପିଜ୍ଜା?

ହଁ ଆଜ୍ଞା, କିଛିଦିନପୂର୍ବେ ଜଣେ ବ୍ୟକ୍ତି କ୍ଷୀରରେ ମ୍ୟାଗି ପ୍ରସ୍ତୁତ କରିଥିଲେ । ଏହାପରେ ଆଉ ଜଣେ ଚକୋଲେଟ୍ ଦୋସା । ଆଉ ନିକଟରେ ଜଣେ ମହାଶୟ ଗୁଲାବ ଜାମୁନରେ ପିଜ୍ଜା ତିଆରି କରିଥିଲେ ।

ଏହାତ କିଛି ବି ନୁହେଁ ଆଉ ଜଣେ ବ୍ୟକ୍ତି କୁର୍‌କୁରେ ମିଲ୍କସେକ୍ ବନାଇ ସମସ୍ତଙ୍କୁ ଚକିତ କରିଥିଲେ । ଯାହା ବର୍ତ୍ତମାନ ଟ୍ବିଟରରେ ଖୁବ୍ ଟ୍ରେଣ୍ଡ କରୁଛି ।

ତେବେ ଏସବୁକୁ ଦେଖି ୟୁର୍ଜସ ଅନେକ ପରିହାସପୂର୍ଣ୍ଣ ଟ୍ବିଟ କରିଥିଲେ । ଜଣେ ୟୁର୍ଜର ଲେଖିଥିଲେ , ଏହି ଫଟୋ ପୋଷ୍ଟ କରିଥିବା ବ୍ୟକ୍ତି ଦୟାକରି ନିଜ ଆକାଉଣ୍ଟ ଡିଲିଟ୍ କରିଦିଅନ୍ତୁ । ସେହିପରି ଆଉ ଏକ ୟୁର୍ଜର ଏକ ମିମ୍ସ ମାଧ୍ୟମରେ ଲେଖିଥିଲେ, ଏହା ପାପ ।

Intro:Body:

p

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.