ETV Bharat / bharat

ପରଲୋକରେ ତାମିଲନାଡୁ ବିଧାନସଭାର ପୂର୍ବତନ ବାଚସ୍ପତି ପିଏଚ ପାଣ୍ଡିଆନ - PH Pandian passed away

74 ବର୍ଷରେ ଆଖି ବୁଜିଛନ୍ତି ତାମିଲନାଡୁ ବିଧାନସଭାର ପୂର୍ବତନ ବାଚସ୍ପତି ପିଏଚ ପାଣ୍ଡିଆନ । ଜୟଲଳିତାଙ୍କ ମୃତ୍ୟୁ ପରେ ଶଶିକଳାଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ବିରୋଧ କରିଥିଲେ ପାଣ୍ଡିଆନ । ଅଧିକ ପଢନ୍ତୁ...

PH Pandian passed away
ପରଲୋକରେ ତାମିଲନାଡୁ ବିଧାନସଭାର ପୂର୍ବତନ ବାଚସ୍ପତି ପିଏଚ ପାଣ୍ଡିଆନ
author img

By

Published : Jan 4, 2020, 10:55 AM IST

ଚେନ୍ନାଇ: ତାମିଲନାଡୁ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଏଆଇଏଡିଏମକେ ନେତା ପିଏଚ ପାଣ୍ଡିଆନଙ୍କ ପରଲୋକ ହୋଇଯାଇଛି । 74 ବର୍ଷରେ ଆଖି ବୁଜିଛନ୍ତି ପାଣ୍ଡିଆନ । ବହୁ ଦିନର ଅସୁସ୍ଥତା କାରଣରୁ ପାଣ୍ଡିଆନଙ୍କ ନିଧନ ହୋଇଥିବା ସୂଚନା ।

ପିଏଚ ପାଣ୍ଡିଆନ 1985ରୁ 1989 ପର୍ଯ୍ୟନ୍ତ ତାମିଲନାଡୁ ବିଧାନସଭାର ବାଚସ୍ପତି ରହିଥିଲେ । ଏହା ପୂର୍ବରୁ ସେ ସେ 1980ରୁ 1985 ପର୍ଯ୍ୟନ୍ତ ବିଧାନସଭାର ଉପ ବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥିଲେ । ପାଣ୍ଡିଆନ 1999 ମସିହାରେ ତିରୁନେଭେଲି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ପାଣ୍ଡିଆନ ସେହି ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ ଥିଲେ, ଯିଏ କି ଶଶିକଳା ନଟରାଜନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବିରୋଧ କରିଥିଲେ ।

Intro:Body:

Chennai: Former Tamil Nadu Assembly Speaker and AIADMK leader PH Pandian passed away today, after prolonged illness.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.