ETV Bharat / bharat

ବାଓସେଲରେ ଭୟାବହ ଅଗ୍ନିକାଣ୍ତ, କାରଣ ଅସ୍ପଷ୍ଟ

ବାଓସେଲରେ ଭୟାବହ ଅଗ୍ନିକାଣ୍ତ । କାରଣ ଅସ୍ପଷ୍ଟ, କ୍ଷୟକ୍ଷତି ନେଇ ମିଳି ନାହିଁ ସୂଚନା । ଅଧିକ ପଢନ୍ତୁ...

author img

By

Published : Jan 22, 2021, 10:08 PM IST

Fire breaks out at Biocell facility in Thane, rescue work underway
ବାଓସେଲରେ ଭୟାବହ ଅଗ୍ନିକାଣ୍ତ, କାରଣ ଅସ୍ପଷ୍ଟ

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଓ୍ବାଗଲେ ଥାନା ଅଞ୍ଚଳରେ ବାଓସେଲରେ ଭୟାବହ ଅଗ୍ନିକାଣ୍ତ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ତେବେ, ଏଥିରେ କେହି ମୃତାହତ ହୋଇ ନଥିବା ବେଳେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳି ନାହିଁ ।

ସୂଚନା ଅନୁସାରେ, ସନ୍ଧ୍ୟା 5ଟା ସମୟରେ କମ୍ପାନୀରେ ନିଆଁ ଲାଗିଯାଇଥିଲା । ଏହା ଦେଖି କମ୍ପାନୀ କର୍ମଚାରୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ 2ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.