ETV Bharat / bharat

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଫାଷ୍ଟ ଟ୍ରାକ୍ କୋର୍ଟକୁ ହସ୍ତାନ୍ତର

author img

By

Published : Dec 4, 2019, 9:48 PM IST

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନୂଆ ମୋଡ। ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟକୁ ସରକାରୀ ଭାବେ ହସ୍ତାନ୍ତର।

Fast track court set up to hear Hyderabad veterinarian's rape case
ଫାଇଲ ଫଟୋ

ହାଇଦ୍ରାବାଦ: ପ୍ରାଣୀଧନ ଚିକିତ୍ସକଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନୂଆ ମୋଡ। କିଛିଦିନ ତଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହି ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟକୁ ବିଚାର ପାଇଁ ହସ୍ତାନ୍ତର କରାଯିବ ବୋଲି ଜଣାଇଥିଲେ। ବର୍ତ୍ତମାନ ଏହାକୁ ଫାଷ୍ଟ ଟ୍ରାକ କୋର୍ଟକୁ ସରକାରୀ ଭାବେ ହସ୍ତାନ୍ତର କରାଯାଇଛି।

ମହାଦୁବନଗର ଜିଲ୍ଲା ଦୌରାଜଜଙ୍କ ଅନୁମତି କ୍ରମେ ଫାଷ୍ଟ ଟ୍ରାକ୍ କୋର୍ଟ ବର୍ତ୍ତମାନ ମାମଲାର ଶୁଣାଣି କରିବ। ହାଇଦ୍ରାବାଦରେ ଗତ ନଭେମ୍ବର 28 ସକାଳେ ପ୍ରାଣୀଧନ ଚିକିତ୍ସକଙ୍କ ଜଳନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ 4ଜଣ ଗଣ ବଳାତ୍କାର କରିବା ସହ ଜାଳି ଦେଇଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.