ETV Bharat / bharat

ଲକ ଡାଉନ ପ୍ରଭାବ: ଦୂର ହେବ ପଞ୍ଜାବ ଗହମ ଚାଷୀଙ୍କ ଦୁଃଖ ! - punjab

ଦୂର ହେବ ପଞ୍ଜାବ ଗହମ ଚାଷୀଙ୍କ ଦୁଃଖ । ଏନେଇ କହିଛନ୍ତି ମୋଗାର ଜିଲ୍ଲାପଳ । ଅଧିକ ପଢନ୍ତୁ...

Farmers in Moga are not able to sell their wheat  harvest
ଦୂର ହେବ ପଞ୍ଜାବ ଗହମ ଚାଷୀଙ୍କ ଦୁଃଖ
author img

By

Published : May 2, 2020, 6:59 PM IST

ଚଣ୍ଡିଗଡ: ଦେଶରେ ବର୍ତ୍ତମାନର ସ୍ଥିତିକୁ ଲକ୍ଷ୍ୟ ରଖି କେନ୍ଦ୍ର ସରକାର ଲକ ଡାଉନ ଅବଧିକୁ ଆହୁରି ବୃଦ୍ଧି କରିଛନ୍ତି । ତେବେ ଏହି ଲକ ଡାଉନ ଯୋଗୁଁ ପଞ୍ଜାବ ମୋଗାର କୃଷକମାନେ ଅମଳ କରିଥିବା ଗହମ ବିକ୍ରୟ କରିବାରେ ସକ୍ଷମ ହୋଇ ପାରୁନାହାଁନ୍ତି ।

ଏହି ଗହମକୁ ପ୍ୟାକେଟ କରିବା ପାଇଁ ବ୍ୟାଗର ସମସ୍ୟା ଦେଖାଦେଇଛି । ଏହାସହ ପରିବହନ ପାଇଁ ନାହିଁ କୌଣସି ଅନ୍ୟ ବାଟ । କାରଣ ରାଜ୍ୟର ପ୍ରାୟ ସମସ୍ତ ଝୋଟ ଇଣ୍ଡଷ୍ଟ୍ରିରେ ମଧ୍ୟ ପଡିଛି ତାଲା । ଚାଲୁନି କୌଣସି ଫ୍ୟାକ୍ଟ୍ରି । କିନ୍ତୁ କିଛି ମାସ ହେବ ଲାଗି ରହିଥିବା ଏହି ସମସ୍ୟା ଦୁଇ ଦିନ ମଧ୍ୟରେ ସମାଧାନ ହେବାନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସନ୍ଦିପ ହନ୍ସ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.