ନୂଆଦିଲ୍ଲୀ: ଆଜି ଦିଲ୍ଲୀ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ସେ ନିଜ ପ୍ରଶଂସକଙ୍କ ସହ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏହା ପରେ ଏକ ବାଇକ ରାଲିରେ ପାଡପାଡଗଞ୍ଜ ବିଧାନସଭାର ବିଭିନ୍ନ ଅଞ୍ଚଳ ଯାଇ ଶେଷରେ ଏସଡିଏମ କାର୍ଯ୍ୟାଳୟରେ ପହଞ୍ଚିବେ । ଏହି ଅବସରରେ ଆମ ସମ୍ବାଦଦାତାଙ୍କ ସହ ସିସୋଦିଆଙ୍କ ଆଲୋଚନା....
ପ୍ରାର୍ଥୀପତ୍ର ଦାଖଲ କରିବେ ମନୀଷ ସିସୋଦିଆ, ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାର - manish sisodiya on the way of nomination
ଆଜି ଦିଲ୍ଲୀ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।
ପ୍ରାର୍ଥୀପତ୍ର ଦାଖଲ କରିବେ ମନୀଷ ସିସୋଡିଆ, ଇଟିଭି ଭାରତ ସହ ଆଲୋଚନା
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ସେ ନିଜ ପ୍ରଶଂସକଙ୍କ ସହ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏହା ପରେ ଏକ ବାଇକ ରାଲିରେ ପାଡପାଡଗଞ୍ଜ ବିଧାନସଭାର ବିଭିନ୍ନ ଅଞ୍ଚଳ ଯାଇ ଶେଷରେ ଏସଡିଏମ କାର୍ଯ୍ୟାଳୟରେ ପହଞ୍ଚିବେ । ଏହି ଅବସରରେ ଆମ ସମ୍ବାଦଦାତାଙ୍କ ସହ ସିସୋଦିଆଙ୍କ ଆଲୋଚନା....
TAGGED:
ଇଟିଭି ଭାରତ ସହ ଆଲୋଚନା