ETV Bharat / bharat

ଆଗାମୀ 2 ଦିନ ଗରମରୁ ତ୍ରାହି ପାଇବେ ରାଜଧାନୀ ବାସୀ - temperature

ସାରା ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ପ୍ରଚଣ୍ଡ ରୌଦ୍ରତାପରେ ଛଟପଟ ହେଉଛି ଜନଜୀବନ । ହେଲେ ଏହି ତାତିରୁ ତ୍ରାହି ମିଳିବା ବି କଷ୍ଟକର । କାରଣ ପାରଦ ଦିନକୁ ଦିନ ଉପର ମୁହାଁ ହେବାରେ ଲାଗିଛି । ହେଲେ ଆଗାମୀ 2 ଦିନ ଯାଏଁ ରାଜଧାନୀ ବାସୀଙ୍କୁ ଗରମରୁ ଆଶ୍ୱସ୍ତି ମିଳିବା ସମ୍ଭାବନା ରହିଛି ।

ପ୍ରତୀକାତ୍ମକ ଫଟୋ
author img

By

Published : May 21, 2019, 10:07 AM IST

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ପ୍ରଚଣ୍ଡ ରୌଦ୍ରତାପରେ ଛଟପଟ ହେଉଛି ଜନଜୀବନ । ହେଲେ ଏହି ତାତିରୁ ତ୍ରାହି ମିଳିବା ବି କଷ୍ଟକର । କାରଣ ପାରଦ ଦିନକୁ ଦିନ ଉପର ମୁହାଁ ହେବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ବି ପ୍ରଚଣ୍ଡ ଖରା । ଗରମ ଓ ଗୁଳୁଗୁଳିରୁ ଅସ୍ତବ୍ୟସ୍ତ ହୋଇଉଠୁଛି ଜୀବନ । ତେବେ ଆଗାମୀ 2 ଦିନ ଯାଏଁ ରାଜଧାନୀ ବାସୀଙ୍କୁ ଗରମରୁ ଆଶ୍ୱସ୍ତି ମିଳିବା ସମ୍ଭାବନା ରହିଛି ।

ଗୋଟିଏ ସପ୍ତାହ ପୂର୍ବରୁ ସ୍ଥିତି ସ୍ବାଭାବିକ ରହିଥିଲା ମାତ୍ର ସୋମବାର ପାରା 40 ଡିଗ୍ରୀ ପାର ହୋଇଥିଲା । ତେବେ 22 ରୁ 24 ଯାଏଁ ହାଲକା ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ସୋମବାର ଦିଲ୍ଲୀର ତାପମାତ୍ରା 40.3 ଡିଗ୍ରୀ ଥିବା ବେଳେ ସର୍ବନିମ୍ନ ତାପମାତ୍ରା 22.8 ଡିଗ୍ରୀ ରହିଥିବା ନେଇ ସୂଚନା ରହିଛି ।

ତାପମାତ୍ରା ବଢିବା ସହ ବାୟୁରେ ଆର୍ଦ୍ରତା ପରିମାଣ ବି ଅଧିକ ରହିଥିଲା । ଯାହାଦ୍ୱାରା ଅଧିକ ଗୁଳୁଗୁଳି ଅନୁଭୂତ ହେବା ସହ ଝାଞ୍ଜି ପବନର ପ୍ରକୋପ ରହିଥିଲା । ତେବେ ପାଣିପାଣ ବିଭାଗର ସୂଚନା ଅନୁଯାୟୀ ଆଗାମୀ 2 ଦିନ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ଦେଖାଯିବ । ଦୁଇ ଦିନ ଧରି ବର୍ଷା ହେବା ସହ କିଛି ସ୍ଥାନରେ ଝଡ ବର୍ଷାର ଆଶଙ୍କା କରିଛି ପାଣିପାଗ ବିଭାଗ ।

ମାତ୍ର ବର୍ଷା ପରେ ପୁଣିଥରେ ପାରା ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।

Intro:Body:

ଗୋଟିଏ ସପ୍ତାହ ପୂର୍ବରୁ ସ୍ଥିତି ସ୍ବାଭାବିକ ରହିଥିଲା ମାତ୍ର ସୋମବାର ପାରା 40 ଡିଗ୍ରୀ ପାର ହୋଇଥିଲା । ତେବେ 22 ରୁ 24 ଯାଏଁ ହାଲକା ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ସୋମବାର ଦିଲ୍ଲୀର ତାପମାତ୍ର 40.3 ଡିଗ୍ରୀ ଥିବା ବେଳେ ସର୍ବନିମ୍ନ ତାପମାତ୍ରା 22.8 ଡିଗ୍ରୀ ରହିଥିବା ନେଇ ସୂଚନା ରହିଛି ।   

ତାପମାତ୍ରା ବଢିବା ସହ ବାୟୁରେ ଆଦ୍ରତା ପରିମାଣ ବି ଅଧିକ ରହିଥିଲା । ଯାହାଦ୍ୱାରା ଅଧିକ ଗୁଳୁଗୁଳି ଅନୁଭୂତ ହେବା ସହ ଝାଞ୍ଜି ପବନର ପ୍ରକୋପ ରହିଥିଲା । ତେବେ ପାଣିପାଣ ବିଭାଗର ସୂଚନା ଅନୁଯାୟୀ ଆଗାମୀ 2 ଦିନ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ଦେଖାଯିବ । ଦୁଇ ଦିନ ଧରି ବର୍ଷା ହେବା ସହ କିଛି ସ୍ଥାନରେ ଝଡ ବର୍ଷାର ଆଶଙ୍କା କରିଛି ପାଣିପାଗ ବିଭାଗ ।

ମାତ୍ର ବର୍ଷା ପରେ ପୁଣିଥରେ ପାରା ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.