ETV Bharat / bharat

ଦିଲ୍ଲୀ ହିଂସା: 683ଟି ମାମଲା ରୁଜୁ, 1983 ଜଣ ଗିରଫ

ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡରେ ପୋଲିସ 683ଟି ମାମଲା ରୁଜୁ କରିଛି । ପାଖାପାଖି 1983 ଜଣ ଲୋକଙ୍କୁ ଗିରଫ କରି ପୋଲିସ ହେପାଜତକୁ ନେଇଥିବା ସୂଚନା ମିଳିଛି ।

Delhi riot
ଦିଲ୍ଲୀ ହିଂସା: 683ଟି ମାମଲା ରୁଜୁ, 1983 ଜଣ ଗିରଫ
author img

By

Published : Mar 7, 2020, 7:28 AM IST

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡରେ ପୋଲିସ 683ଟି ମାମଲା ରୁଜୁ କରିଛି । ପାଖାପାଖି 1983 ଜଣ ଲୋକଙ୍କୁ ଗିରଫ କରି ପୋଲିସ ହେପାଜତକୁ ନେଇଥିବା ସୂଚନା ମିଳିଛି।

ଆର୍ମ ଧାରା ଅନୁସାରେ 48 ମାମଲା ରୁଜୁ ହୋଇଛି । ଏହାସହ ଶାନ୍ତି ବଜାୟ ରଖିବା ପାଇଁ ଶାନ୍ତି କମିଟି ଗଠନ କରାଯାଇ ନିୟମିତ ବ୍ୟବଧାନରେ ବୈଠକ କରାଯାଉଛି । ବର୍ତ୍ତମାନ ସୁଦ୍ଧା 251 ଥର ବୈଠକ ବସିଛି ।

ସୂଚନାଥାଉକି, ଫେବୃଆରୀ 24 ଓ 25 ତାରିଖରେ ହୋଇଥିବା ହିଂସାରେ ପାଖାପାଖି 53 ଜଣଙ୍କ ମୃତ୍ୟୁ ଘଟିଥିଲା ।

ସୌଜନ୍ୟ: IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.