ETV Bharat / bharat

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡିତାଙ୍କ ନାମ ବ୍ୟବହାରକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ

ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ପୀଡିତାଙ୍କ ନାମକୁ ବ୍ୟବହାର କରୁଥିବା ଗଣମାଧ୍ୟମ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ହାଇକୋର୍ଟ ନୋଟିସ ଜାରି କରିଛନ୍ତି ।

Delhi High Court
ଫାଇଲ ଫଟୋ
author img

By

Published : Dec 4, 2019, 2:01 PM IST

ନୂଆଦିଲ୍ଲୀ: ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ପୀଡିତାଙ୍କ ନାମକୁ ବ୍ୟବହାର କରୁଥିବା ଗଣମାଧ୍ୟମ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଏକ୍ରମରେ ହାଇକୋର୍ଟ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଓ ଗଣମାଧ୍ୟମ ସଂସ୍ଥା ଗୁଡିକୁ ନୋଟିସ ଜାରି କରିଛନ୍ତି । ଗଣମାଧ୍ୟମରେ ପୀଡିତାଙ୍କ ନାମ ବ୍ୟବହାର ହେଉଥିବା ନେଇ ଯଶପାଲ ଚହଲଙ୍କ ଦ୍ବାରା କରାଯାଇଥିବା ଯାଚିକାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ପିଟିସନରେ ଦର୍ଶାଯାଇଛି ଯେ, ଗଣମାଧ୍ୟମ ସଂସ୍ଥା ଗୁଡିକ ସୁପ୍ରିମକୋର୍ଟଙ୍କ ଆଧାରିତ ଭାରତୀୟ ପେନାଲ କୋଡର 228(ଏ)ଧାରା ଉଲ୍ଲଂଘନ କରିଛନ୍ତି । ଏହା ସହିତ ପୀଡିତାଙ୍କ ନାମ ବ୍ୟବହାର କରି ନିପୁନ ସାକସେନାଙ୍କ ମାମଲାର ରାୟକୁ ଉଲ୍ଲଂଘନ କରାଯାଇଛି । ସେହିପରି ସୁପ୍ରିମକୋର୍ଟ ମୁଦ୍ରଣ , ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଉପରେ ଏକ ନିର୍ଦ୍ଦେଶନାମା ଜାରି କରିଛି । ଯେଉଁଥିରେ ପୀଡିତାଙ୍କ ନାମ ପ୍ରକାଶ କରିବାକୁ ବାରଣ କରାଯାଇଛି । ଯଦି ପୀଡିତାଙ୍କ ମୃତ୍ୟୁ ହୁଏ, ତେବେ ମଧ୍ୟ ତାଙ୍କ ପରିବାର ଓ କୋର୍ଟଙ୍କ ଅନୁମତି ବିନା ତାଙ୍କ ନାମ ପ୍ରକାଶ କରାଯାଇପାରିବ ନାହିଁ ।

ସୁପ୍ରିମକୋର୍ଟ ଭାରତୀୟ ପିଙ୍ଗଳକୋଡ ଧାରା 376, 376(ଏ), 376(ବି), 376(ସି), 376(ଡି), 376(ଡି ଏ) ଓ 376(ଇ) ସହ ପୋକ୍ସୋ ଧାରା ଅଧୀନରେ ରୁଜୁ ହୋଇଥିବା ମାମଲାକୁ ଲୋକଲୋଚନକୁ ଅଣାଯାଇପାରିବ ନାହିଁ । ଏହାପାଇଁ ପୋଲିସକୁ ମାମଲାରେ ତଦନ୍ତ ବେଳେ ସମସ୍ତ ତଥ୍ୟ ଓ କାଗଜପତ୍ରକୁ ଏକ ସିଲ କଭର ମଧ୍ୟରେ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Intro:नई दिल्ली । दिल्ली हाईकोर्ट ने हैदराबाद में एक महिला की रेप के बाद हत्या के बाद पीड़िता का नाम उजागर करनेवाले मीडिया संस्थानों के खिलाफ कार्रवाई की मांग करने वाली याचिका पर सुनवाई करते हुए केंद्र सरकार, दिल्ली सरकार और मीडिया संस्थानों को नोटिस जारी किया है। याचिका यशदीप चहल ने दायर की है।

Body:याचिका में कहा गया है कि मीडिया संस्थानों ने रेप पीडिता के नाम का उजागर कर भारतीय दंड संहिता की धारा 228ए और निपुण सक्सेना के केस में सुप्रीम कोर्ट के दिशानिर्देशों का उल्लंघन किया है। याचिका में कहा गया है कि सुप्रीम कोर्ट ने प्रिंट, इलेक्ट्रॉनिक, सोशल मीडिया इत्यादि पर पीड़िता का नाम या पहचान उजागर नहीं करने के लिए दिशानिर्देश जारी किया था। यहां तक कि अगर पीड़िता की मौत हो गई हो तब भी पीड़िता की नजदीकी रिश्तेदार या सेशंस जज की अनुमति के बिना नाम या पहचान उजागर नहीं किया जाए।

Conclusion:सुप्रीम कोर्ट ने अपने दिशानिर्देश में कहा है कि भारतीय दंड संहिता की धारा 376, 376ए, 376बी, 376सी, 376डी, 376डीए या 376ई के साथ साथ पॉक्सो एक्ट से संबंधित एफआईआर भी सार्वजनिक नहीं किए जा सकते हैं। दिशानिर्देश में पुलिस अधिकारियों को निर्देश दिया गया है कि वे पीड़िता से संबंधित सभी दस्तावेज सीलबंद कवर में रखेंगे जिसमें उसका नाम या पहचान उजागर हो रहा हो।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.