ETV Bharat / bharat

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: ବିଦ୍ୟୁତ ବିଭାଗକୁ ଦାୟୀ କଲେ ବିହାର ମନ୍ତ୍ରୀ - ବିଦ୍ୟୁତ ବିଭାଗକୁ ଦାୟୀ କଲେ ବିହାର ଜଳସମ୍ପଦ ବିଭାଗ ମନ୍ତ୍ରୀ

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ ବିହାର ଜଳସମ୍ପଦ ବିଭାଗ ମନ୍ତ୍ରୀ ସଞ୍ଜୟ ଝା ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି।

newdelhi
ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Dec 8, 2019, 3:42 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଅନାଜ ମଣ୍ଡି ଅଗ୍ନିକାଣ୍ଡ ଘଟଣାରେ ବିହାର ଜଳସମ୍ପଦ ବିଭାଗ ମନ୍ତ୍ରୀ ସଞ୍ଜୟ ଝା ଏଲଏନଜେପି ଡାକ୍ତରଖାନାରେ ପୀଡିତଙ୍କୁ ଭେଟିଛନ୍ତି। ଏହି ଅଗ୍ନିକାଣ୍ଡ ଘଟଣାରେ ସେ ଦିଲ୍ଲୀର ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି। ବିଦ୍ୟୁତ ବିଭାଗର ଅପାରଗତା ପାଇଁ ଏଭଳି ବଡ ଦୁର୍ଘଟଣା ଘଟିଥିବା ସେ କହିଛନ୍ତି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ମନ୍ତ୍ରୀ ସଞ୍ଜୟ ଝା ଏ ଘଟଣାରେ 3 ଜଣ ଆହତଙ୍କୁ ଭେଟିଥିବା କହିଛନ୍ତି। ସେହିପରି ଅନେକ ମୃତକ ବିହାରରୁ ଅଛନ୍ତି। ସେମାନଙ୍କୁ ଚିହ୍ନଟ କରିବାରେ ଅସୁବିଧା ହେଉଥିବା ମନ୍ତ୍ରୀ ଜଣାଇଛନ୍ତି। ମୃତକଙ୍କୁ ଚିହ୍ନଟ କରିଯିବା ପରେ ତାଙ୍କର ପରିବାରବର୍ଗକୁ ରାଜ୍ୟ ସରକାରଙ୍କ ପକ୍ଷରୁ 1 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ।

Intro:फिल्मीस्तान के अनाज मंडी की आग की घटना में हताहत हुए लोगों का हाल जानने बिहार सरकार के जल संसाधन मंत्री संजय झा एलएनजेपी अस्पताल पहुंचे. यहां ईटीवी भारत ने उनसे खास बातचीत की.

Body:नई दिल्ली: संजय झा ने बताया कि वे यहां पर तीन चार घायलों से मिले, जो बिहार के रहने वाले हैं. गौरतलब है कि इस घटना में ज्यादातर हताहत लोग बिहार के रहने वाले थे, यहां पर मजदूरी या कारीगरी का काम करते थे. संजय झा ने बताया कि इनमें से ज्यादातर मधुबनी पूर्णियां समस्तीपुर आदि जिलों के रहने वाले थे.

संजय झा घटनास्थल पर भी गए थे. उन्होंने बताया कि वहां जाकर मैंने देखा कि जिस तरह तारों का जंजाल था, बिजली विभाग की लापरवाही वहां पर स्पष्ट देखी जा सकती है और वही लापरवाही जिम्मेदार है, इतनी बड़ी घटना के लिए. उन्होंने इसके लिए केजरीवाल सरकार को कटघरे में खड़ा किया.

संजय झा ने यह भी कहा कि बिहार सरकार की तरफ से प्रवासी मजदूरों के हताहत होने पर एक लाख की मुआवजा राशि दी जाती है और इस घटना में भी जो हताहत हुए हैं, या जो मृत हुए हैं उन सब की शिनाख्त होने के बाद या मुआवजा दिया जाएगा.

Conclusion:संजय झा ने बताया कि चूंकि ज्यादातर लोग यहां पर अकेले रहते थे, इसलिए अभी उनकी पहचान नहीं हो पा रही है.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.